ମଲ୍ ଓ ମଲ୍ଟିପ୍ଲେକ୍ସରେ ପ୍ରତି ୬ମାସରେ ହେବ ଫାୟାର ସେଫଟି ଅଡିଟ୍
ଭୁବନେଶ୍ବର: ପ୍ରତି ୬ମାସରେ ମଲ୍ ଓ ମଲ୍ଟିପ୍ଲେକ୍ସରେ ହେବ ଫାୟାର ସେଫଟି ଅଡିଟ୍ । ତଦାରଖ ହେବ ଫାୟାର ସେଫଟି ଲାଇସେନ୍ସ। ଲୋକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଇଛି । ଏନେଇ ଟ୍ବିନସିଟି ମଲ୍, ମଲ୍ଟିପ୍ଲେକ୍ସ ପରିଚାଳକ ଓ ମାଲିକ … Read More
