ଆସନ୍ତା କାଲି ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ୧.୩୦ରୁ ୪ଟା ଯାଏଁ ହେବ OTET ପରୀକ୍ଷା

ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, … Read More

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଚାର୍ଜସିଟ୍ ଦାଖଲ କରିଛି। ଜମ୍ମୁର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଲସ୍କର-ଏ-ତୈବା ଆତଙ୍କବାଦୀ ସାଜିଦ ଜଟ୍ଟଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ନାମ … Read More

‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’

ନୂଆଦିଲ୍ଲୀ:ଭାରତରେ ଯୁବବର୍ଗମାନଙ୍କ ହଠାତ୍ ମୃତ୍ୟୁ ହୋଉଥିବା ଖବର ମଧ୍ୟରେ AIIMS-ICMR ଦ୍ୱାରା କରାଯାଇଥିବା ଏକ ଗବେଷଣା ଅଧ୍ୟୟନ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ଟୀକା ଏବଂ ଯୁବବର୍ଗମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ … Read More

ବାଂଲାଦେଶକୁ ଭାରତର କଡ଼ା ଜବାବ; ୟୁନୁସ ସରକାରଙ୍କ ଦାବିକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କ ଅଭିଯୋଗକୁ ଭାରତ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଢାକାର ସାମ୍ପ୍ରତିକ ପ୍ରେସ ନୋଟର ଜବାବରେ କହିଛି ଯେ, ଭାରତ କେବେବି ବାଂଲାଦେଶ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପ ପାଇଁ … Read More

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ନେଲେ ନିତିନ

ନୂଆଦିଲ୍ଲୀ:  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବିହାର ମନ୍ତ୍ରୀ ନିତିନ ନବୀନ। ଗତ ରବିବାର ଦଳର ସଂସଦୀୟ ବୋର୍ଡ ଏହି ପଦବୀ ପାଇଁ ନିତିନଙ୍କ ନାମକୁ ମୋହର ମାରିଥିଲା। ଏହା ସହିତ ଆଗାମୀ ଭବିଷ୍ୟତରେ … Read More

ମୋଦିଙ୍କ ପ୍ରତି କଂଗ୍ରେସର ଅପଶବ୍ଦ ପ୍ରୟୋଗ ଅଭିଯୋଗ ଆଣି କ୍ଷମା ଦାବି କଲେ ନଡ୍ଡା

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ ରାଲିରେ ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଅଭିଯୋଗ ଆଣି କ୍ଷମା ଦାବି କଲେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା । ଆଜି ରାଜ୍ୟସଭା ସଂସଦ ଗୃହରେ ନେତା ଜେ.ପି ନଡ୍ଡା କହିଛନ୍ତି ଯେ ଗତକାଲି … Read More

ପୁଣି ଆସାମ ନିର୍ବାଚନ ଦାୟିତ୍ଵ ନେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ଦାୟିତ୍ଵ ଦେଇଛି ବିଜେପି । ବୈଜୟନ୍ତଙ୍କୁ ଆସାମ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଦାୟିତ୍ଵ  ଦେଇଛି ବିଜେପି । କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି … Read More

ଘନ କୁହୁଡ଼ି : ଦିଲ୍ଲୀରେ ୧୦୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ । କୁହୁଡ଼ି ଯୋଗୁଁ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରରେ ଚାଲୁଛି । ସେହିପରି ଭାବେ ଦିଲ୍ଲୀ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ  କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ … Read More

H-1B ଏବଂ H-4 ଭିସା ପାଇଁ ବାଧ୍ୟତାମୂଳକ ହେଲା ସୋସିଆଲ ମିଡିଆ ପ୍ରୋଫାଇଲ ଯାଞ୍ଚ

ଆମେରିକା : ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ H-1B ଏବଂ H-4 ଭିସା ଆବେଦନକାରୀଙ୍କ ପାଇଁ ସୋସିଆଲ ମିଡିଆ ପ୍ରୋଫାଇଲ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରିଦେଇଛି । ଏହି ନୂଆ ନିୟମ ଆଜିଠାରୁ ଲାଗୁ ହୋଇଛି । ଏହି ନିୟମ ପୂର୍ବରୁ କେବଳ ଛାତ୍ର … Read More

ଶିକାରୀ ଗୁଳିରେ ଦନ୍ତା ମୃତ

ଅନୁଗୋଳ : ଅନୁଗୋଳରେ ପୁଣି ହାତୀ ମୃତ୍ୟୁ  | ପୋକୁଣ୍ଡା ରେଞ୍ଜ ମାଣିକଯୋଡି ପଞ୍ଚାୟତ ବାଲିସାହିରେ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି  |  ହାତୀ ମେଳରୁ ଅଲଗା ହୋଇ ଧାନ ଫସଲ ଖାଉଥିଲା ହାତୀ | ଶିକାରୀ ଗୁଳିରେ ଦନ୍ତା ହାତୀ … Read More