ସୁଯୋଗ ଅପେକ୍ଷାରେ ଯୁବ ନେତୃତ୍ୱ, ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

ଭୁବନେଶ୍ୱର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ … Read More

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଛି। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। … Read More

ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ … Read More

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାମିଲ ହେଲା OAS, ORS

ଭୁବନେଶ୍ୱର: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି ବାହାରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଆଶାୟୀ। ଯାହାକୁ ନେଇ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ OPSC ରେ ସାମିଲ ହୋଇଛି OAS, ORS। ୧୪ OAS ଓ … Read More

ରୁପାଲି ଛକରେ ‘ଆମ ବସ୍‌’ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର: ଅଟୋକୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଟୋ ପଛପଟେ ଆସି ଧକ୍କା ଦେଇଥିଲା ଆମ ବସ୍ । ଅଟୋରେ ମୋଟ … Read More

ବିଜେପି ନେତାଙ୍କ ଦାଦାଗିରି, ଚାମ୍ଵରରେ ପଶି ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦ୍ରାପଡ଼ା: ବିଡିଓଙ୍କ ଚାମ୍ଵରରେ ଦବଙ୍ଗଗିରି। ମହିଳା ବିଡିଓଙ୍କୁ ଘେରିଗଲେ, ଲାପଟପ୍ ଉଠାଇ ମାରିବାକୁ ଉଦ୍ୟମ କଲେ। ଶୁକ୍ରବାର ଦିନ ୧୨ଟା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ସ୍ଥାନୀୟ ନେତାଙ୍କ ସହିତ ୩୦ ରୁ ଉର୍ଦ୍ଧ୍ଵ … Read More

ପ୍ରତି ଘରେ ଲାଗିବ ସ୍ମାର୍ଟ ମିଟର, କ୍ୟାବିନେଟ୍ ନିଷ୍ପତ୍ତି ପରେ ଆସିଲା ଶକ୍ତି ବିଭାଗର ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ୱାଟ ପର୍ଯ୍ୟନ୍ତ … Read More

ଜାନୁଆରୀ ପହିଲାରୁ ପୂର୍ବତଟ ରେଳପଥର ନୂଆ ସମୟ ସାରଣୀ ଲାଗୁ

ଭୁବନେଶ୍ୱର: ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ। ୨୦୨୬ ଜାନୁଆରୀ ୧ରୁ ନୂତନ ସମୟ ସାରଣୀ ଜାରି କରିଛି ପୂର୍ବ ତଟ ରେଳପଥ। ସଂଶୋଧିତ ସମୟସାରଣୀରେ ନୂତନ ଟ୍ରେନ ପ୍ରଚଳନ, ବିଦ୍ୟମାନ ସେବାର ସମ୍ପ୍ରସାରଣ, ଟ୍ରେନ ଚଳାଚଳର ଫ୍ରିକ୍ୱେନ୍ସି ବୃଦ୍ଧି, ଅତିରିକ୍ତ … Read More

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଲେ ବେଲୁଚ୍ ନେତା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା । ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଥିବା ସେ ଚିଠିରେ ଦାବି କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପାକିସ୍ତାନର ବେଲୁଚିସ୍ତାନ ନେତା … Read More

ସେନା ଶିବିରରେ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଜୋଶୀମଠରେ ଏକ ସେନା ଶିବିର ଭିତରେ ଥିବା ଏକ ଦୋକାନରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଦୋକାନଟି ଜଳିଯାଇଥିଲା । ସେନା କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି । ଶିବିରର ଷ୍ଟୋରେଜ୍ … Read More