ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ ବନ୍ଦ ନ କଲେ ହସ୍ତକ୍ଷେପ କରିବୁ: ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ: ଡଲାର ତୁଳନାରେ ଇରାନ ମୁଦ୍ରା ରିଆଲର ବିନିମୟ ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଥିବାରୁ ଇରାନରେ ବିଗତ କିଛି ଦିନ ହେଲା ଜୋରଦାର ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିରେ … Read More

ଦେଶର ୧୧ ଏମ୍ସରେ ଖାଲି ପଡ଼ିଛି ୧୬୦୦ ଶିକ୍ଷକ ପଦ, ଡାକ୍ତରୀ ଶିକ୍ଷାଦାନ ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ୧୧ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୬୦୦ ଶିକ୍ଷକ ପଦ ଖାଲି ପଡିଛି। ଏହି ସବୁ ଏମ୍ସରେ ମୋଟ ୪୦୯୯ଟି ଅନୁମୋଦିତ ଶିକ୍ଷକ ପଦ ରହିଛି। ସୂଚନା ଅଧିକାର (ଆରଟିଆଇ) ତଥ୍ୟ ଅନୁଯାୟୀ ୧୧ଟି … Read More

ଆଜିଠାରୁ ‘ମାଘ ମେଳା, ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼,

ଉତ୍ତରପ୍ରଦେଶ : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି । ମାଘ ମେଳା ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ପର୍ବ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ତ୍ରିବେଣୀରେ ଆସ୍ଥାର ବୁଡ଼ … Read More

ୟେମେନରେ ସାଉଦିଆରବର ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ ।  ସାଉଦିଆରବର ଆକ୍ରମଣରେ ୨୦ ମୃତ ।  ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ।  ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି ।  ଏହି … Read More

ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର : ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ ।  ମନରେଗା ନା ବଦଳେଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ ।  … Read More

ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ଆତ୍ମସମର୍ପଣ କଲେ ୪୦ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୪୦ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର … Read More

ଶ୍ରୀମନ୍ଦିରରେ ଜୋତା, ତଦନ୍ତ ଦାବି କଲେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଜୋତା ।  ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ ।  ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା … Read More

୭ଟି ନୂଆ ମ୍ୟୁନିସିପାଲିଟି ଓ ୨୮ ଏନଏସି ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି ।  ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, … Read More

ଚିଲିକାର ହେବ ପୁନରୁଦ୍ଧାର, ଖୁବଶୀଘ୍ର ପ୍ରସ୍ତୁତ ହେବ ଡ଼ିପିଆର

ଚିଲିକା: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ । ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ … Read More

ରେକର୍ଡ ଭାଙ୍ଗିଲା ଓଡ଼ିଶା: ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

ଭୁବନେଶ୍ବର: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି … Read More