କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍ରେ ଥଲାପତି ବିଜୟ
ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ … Read More
