ଏକ ମାସର ଝିଅକୁ ବିକି ଦେଲେ ବାପା-ମାଆ, ଥାନାର ଦ୍ବାରସ୍ଥ ହେଲେ ଜେଜେମାଆ
ଭଦ୍ରକ : ନାତୁଣୀକୁ ବିକିଦେଲେ ପୁଅ ବୋହୂ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ସାବିତ୍ରୀ ଦାସ । ତାଙ୍କର ଏକ ମାସର ନାତୁଣୀକୁ ପୁଅ ସିପୁ ଦାସ ଓ ବୋହୂ ମିଳିମିଶି ଗତକାଲି … Read More
