ଉପରମୁହାଁ ପାରଦ, ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ … Read More

ଜାନୁଆରୀ ୩୧ରେ ଛତିଶଗଡ଼ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଭୁବନେଶ୍ବର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି … Read More

ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍ … Read More

ପ୍ରଥମ ବନ୍ଦେ ଭାରତ ସ୍ଲିପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କଲକାତା: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି । ହାୱଡ଼ା ଏବଂ ଗୌହାଟି … Read More

ଗ୍ରୀନଲାଣ୍ଡ ଉପରେ ଆମେରିକା ପ୍ରଭୁତ୍ୱକୁ ଅସ୍ୱୀକାର କଲେ ଲାଗିବ ଟାରିଫ୍‌: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ଏଥର, ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ ଗ୍ରୀନଲାଣ୍ଡକୁ ନେଇ ସେମାନଙ୍କ ସହିତ ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଟ୍ରମ୍ପ ଗ୍ରୀନଲାଣ୍ଡକୁ … Read More

ଏକ୍ସପ୍ରେସୱେରେ ଦୁର୍ଘଟଣା; ୩ ଶ୍ରମିକ ମୃତ, ୭ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ଘନ କୁହୁଡ଼ି କାରଣରୁ ଏପରି ଦୁର୍ଘଟଣା ଘଟିଥିବା … Read More

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଆଶଙ୍କା, ସାରା ଦେଶରେ ହାଇ-ଆଲର୍ଟ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । … Read More

ବଲିଉଡ ଗାୟକ ବି ପ୍ରାକଙ୍କୁ ଧମକ; ୧୦ କୋଟି ଦାବି କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ଧମକ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଗାୟକଙ୍କୁ ୧୦ କୋଟି ଟଙ୍କା ମାଗି ଧମକ ଦେଇଛି । ବି ପ୍ରାକଙ୍କୁ ମେସେଜ କରି ଟଙ୍କା ପଠାଇବାକୁ କହିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ । … Read More

ବାଂଲାଦେଶରେ ଗାଡ଼ି ଚଢାଇ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା । ବିଏନପି ପାର୍ଟିର ଜଣେ ନେତା ହିନ୍ଦୁ ଯୁବକଙ୍କ ଉପରେ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରିଥିବା ଜଣାପଡିଛି । ଘଟଣା ରାଜାବାଡୀ ଜିଲ୍ଲା ସଦର ଉପଜିଲ୍ଲାରେ ଘଟିଛି । ଏଠାକାର … Read More

BMC ନିର୍ବାଚନ: ବିଜେପି-ଶିବସେନା ମେଣ୍ଟର ଐତିହାସିକ ବିଜୟ

ମୁମ୍ବାଇ: ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ନିର୍ବାଚନରେ ମହାୟୁତି ମେଣ୍ଟ ଏକ ବଡ଼ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଏହା ଏସିଆର ସବୁଠାରୁ ଧନୀ ମ୍ୟୁନିସିପାଲ ସଂସ୍ଥା ଉପରେ ଠାକରେ ପରିବାରର ଦୀର୍ଘକାଳୀନ ପ୍ରାଧାନ୍ୟକୁ ସମାପ୍ତ କରିଛି। ଏବେ, … Read More