ପୁଣି ଆମ ବସ୍ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକ ଭଙ୍ଗିଲେ ୩ଟି ବସ୍
ଭୁବନେଶ୍ୱର: ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍ ବସ୍ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍ ଭଙ୍ଗା ରୁଜା କରିଛନ୍ତି । ପାଖକୁ … Read More
