ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, ୫ ମୃତ

ହାଇଦ୍ରାବାଦ : ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଥିବା ୪ ମହଲା ବିଶିଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଫସି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । … Read More

ଶୀତ ଲହରୀ ପାଇଁ ଆମେରିକାରେ ୧୩,୦୦୦ ବିମାନ ବାତିଲ୍

ନୂଆଦିଲ୍ଲୀ: ଆମେରିକାରେ ତୁଷାରପାତ ପରିସ୍ଥିତିକୁ ଆହୁରି ଖରାପ କରିଛି । ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିସହ ବିଦ୍ୟୁତ୍ ବିଭ୍ରାଟ ଏବଂ ପ୍ରବଳ ତୁଷାରପାତ ହୋଇଥିଲା, ଯାହା ଦ୍ବାରା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । … Read More

କାନାଡାକୁ ଟ୍ରମ୍ପଙ୍କ ଧମକ, ଚୀନ୍ ସହ କୌଣସି ଡ଼ିଲ କଲେ ୧୦୦% ଟାରିଫ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କାନାଡା ଚୀନ୍ ସହିତ କୌଣସି ପ୍ରକାରର ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରେ, ତେବେ ଆମେରିକା କାନାଡା ଉପରେ ୧୦୦% ଟାରିଫ ଲାଗୁ … Read More

ଜମିବାଡି ବିବାଦକୁ ନେଇ ଆନନ୍ଦପୁରରେ ଟ୍ରିପଲ ମର୍ଡର

ଆନନ୍ଦପୁର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ସମେତ  ନାବାଳିକା ଝିଅକୁ  ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ।ଏହି ଘଟଣାଟି  … Read More

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଲେଖକ ଚରଣ ହେମ୍ବ୍ରମ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶାର ଚରଣ ହେମ୍ବ୍ରମଙ୍କ ସହ ୪ ଜଣଙ୍କୁ ୨୦୨୬ ପାଇଁ  ପଦ୍ମଶ୍ରୀ ସମ୍ମାନ  ।  ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ ।  ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ଶ୍ରୀ ହେମ୍ବ୍ରମ … Read More

ଘୋଷଣା ହେଲା ପୋଲିସ ସେବା ପଦକ, ସାହସିକତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ମେଡାଲ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା … Read More

କେନ୍ଦ୍ର ସରକାରଙ୍କ ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ଜାରି

ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ।  ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ … Read More

ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ !

ସୁନ୍ଦରଗଡ଼ : ବର୍ବର, ଅମାନୁଷିକ, ଅଭାବନୀୟ ଘଟଣା । ୮୦ ବର୍ଷର ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ ।  ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ରଙ୍ଗିଆଢ଼ିପା ଗାଁରେ ଘଟିଛି  ଲୋମଟାଙ୍କୁରା କାଣ୍ଡ ।  ବୃଦ୍ଧା ଜଣକ ଦିନତମାମ ଘରୁ ନବାହାରିବାରୁ ସନ୍ଦେହରେ କବାଟ … Read More

ଖଣ୍ତଗିରି ଯାତ୍ରା ପାଇଁ ୧୪ଟି ନିୟମ ଲାଗୁ କଲା କମିଶନରେଟ ପୁଲିସ

ଭୁବନେଶ୍ବର: ଖଣ୍ତଗିରି ଯାତ୍ରାକୁ ଆଖି ଆଗରେ ରଖି ଚଡଦଟି ନିୟମ ଜାରି କରିଛି କମିଶନରେଟ ପୁଲିସ୍।ଏନେଇ କମିଶନରେଟ ପୁଲିସ ପକ୍ଷରୁ ଯାତ୍ରାକମିଟି ମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏହି ଚଉଦଟି ନିୟମକୁ ଜାରି କରାଯାଇଥିବା ନେଇ ପୁଲିସ … Read More

ଟ୍ୟାଙ୍କରରେ ଗୋ-ଚାଲାଣ: ୩୨ ଗୋରୁ ଉଦ୍ଧାର, ଡ୍ରାଇଭର ଚମ୍ପଟ

ଦୋବଲ: ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି … Read More