ତାତିଲେ ଚାଷୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ପ୍ରତିବାଦ

ବାଲେଶ୍ବର: ପୁଣି ତାତିଲେ ଚାଷୀ । କୃଷକ ମାରଣ ନୀତି ଅଭିଯୋଗ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲା ନବନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା । ଜିଲ୍ଲାରେ କୃଷକ ମାରଣ ନୀତି ଓ … Read More

ଏପ୍ରିଲରୁ ଭୁବନେଶ୍ବର ବାଇପାସ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ବର: ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ୧୧୧ କିମି ବିଶିଷ୍ଟ କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ପାଇଁ ମିଳିଛି ୬୪ଟି ବିଡ ।ରାଜଧାନୀରେ କମିବ ଭିଡ଼, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାର୍ଚ୍ଚରେ ଚୁକ୍ତିନାମା … Read More

ଛାତ୍ରୀଙ୍କୁ ଦୁଷ୍କର୍ମ: ସାହିତ୍ୟ ଶିକ୍ଷକ ଗିରଫ

ବଣାଇ: ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ … Read More

ସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନଭୋଜନ ଖାଇଲେନି ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ସ୍କୁଲ ୟୁନିଫର୍ମ ଫେରାଇଲେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ । ସ୍କୁଲରେ ଶିକ୍ଷକ ଅଭାବ ନେଇ ନିଆରା ପ୍ରତିବାଦ । ୟୁନିଫର୍ମ ଫେରାଇବା ସହ ମିଡ ଡେ ମିଲ୍ ବି ଖାଇଲେନି । ଶିକ୍ଷକ ଅଭାବକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର … Read More

ଜଙ୍ଗଲରେ ହାତୀଙ୍କ ଖାଦ୍ୟ ବ୍ୟବସ୍ଥା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଜଙ୍ଗଲରେ ହାତୀଙ୍କ ଖାଇବା ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ … Read More

PUCC ଫାଇନ କମ୍ କରିବାକୁ ଚାଲିଛି ଆଲୋଚନା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : PUCC ଫାଇନ୍ କମାଇବା ଯୋଜନା ଚାଲିଛି । ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଆଲୋଚନା ହେଉଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ PUCC ନିୟମ କଡ଼ାକଡ଼ି ହୋଇଥିଲା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ … Read More

୨୦ଫୁଟ ତଳକୁ ଖସିଲା ବସ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ବଲାଙ୍ଗୀର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ବସ । ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ବାରିଙ୍ଗ ଝିଲିମିଲିଆ ଘାଟିରେ ଦୁର୍ଘଟଣା ହୋଇଛି । ବସରେ ପ୍ରାୟ ୩୦ରୁ ୩୫ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ … Read More

ନକ୍ସଲମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ନୂଆ ରୋଡ୍ ମ୍ୟାପ୍, ବନ୍ଧୁକ ବଦଳରେ ମିଳିବ କୋଟିଏ ଟଙ୍କାର ପ୍ୟାକେଜ

ଭୁବନେଶ୍ୱର : ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ସଂଶୋଧିତ ହେଲା ଥଇଥାନ ଯୋଜନା । ଏଣିକି ନକ୍ସଲ ଆତ୍ମସମର୍ପଣର ୬୦ ଦିନ … Read More

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଅନୁଗୁଳ : ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ ।  ସୁସୁଡା ସ୍ଥିତ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ । ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା … Read More

ଡିପଫେକ୍-AI କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ; ୨୦ରୁ ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ରେ ଗୁରୁତ୍ୱପୂର୍ଣ୍ଣ … Read More