ଫୋନ୍‌ରେ କଥା ହୋଇ ନଦୀକୁ ଡେଇଁଲେ ମହିଳା

ସମ୍ବଲପୁର : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ମୃତ ମହିଳା ବୁର୍ଲା ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ହଠାତ ଅଞ୍ଜୁ ମହାନଦୀ ସେତୁ ଉପରକୁ … Read More

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ … Read More

୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗ

ଭୁବନେଶ୍ୱର ୧୮/୦୨: ରାଜ୍ୟର ଜେଲ୍ ଏବେ ରୋଗଣା । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ଠପ୍ । ଏକଥା ଆମେ କହୁନୁ ବରଂ ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି । ଅସମୟରେ ଯାଇଛି ଗତ ୧୦ ବର୍ଷ ଭିତରେ ରାଜ୍ୟର … Read More

‘ଇନ୍‌ପୁଟ ସବ୍‌ସିଡି’ କଳି : ବିଜେଡି କହିଲା- ୬୯ ଟଙ୍କାରୁ ବଞ୍ଚିତ ଚାଷୀ, ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ

ଭୁବନେଶ୍ବର ୧୮।୨: ଇନପୁଟ ସହାୟତାକୁ ନେଇ ମୁହାଁମୁହିଁ ସରକାର ଓ ବିରୋଧୀ । ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ୮ ଶହ ବଦଳରେ … Read More

କଟକରେ ଗୁଳିକାଣ୍ଡ: ଯୁବକଙ୍କ ମୃତ୍ୟୁରେ ସହରରେ ଚାଞ୍ଚଲ୍ୟ

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ … Read More

କଟକରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା’: କାରିଗରଙ୍କ ପାଇଁ ସୃଷ୍ଟି ହେଲା ନୂତନ ବଜାର ସୁଯୋଗ

କଟକ: କଟକ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଓସିଆ (OSSIA) ଗ୍ରାଉଣ୍ଡ ଏବଂ ଏମସିଏମ (MCM) ହଲ୍‌ଠାରେ ଦୁଇ ଦିନିଆ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ-କମ୍-ଟ୍ରାଡେ ମେଳା’ ଓ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଏମଏସଏମଇ (MSME) ମନ୍ତ୍ରଣାଳୟ ଏବଂ କଟକସ୍ଥିତ … Read More

ଇରାନର ପରମାଣୁ ସ୍ଥଳରେ ପକାଯାଇଥିବା ଜିବିୟୁ-୫୭ ବଙ୍କର ବୋମା ପାଇଁ ନୂଆ ଅର୍ଡର ଦେଲା ଆମେରିକା

ୱାସିଂଟନ: ଚୁକ୍ତିନାମା ଅନୁସାରେ ଦେଶରେ ବୋମା ଭଣ୍ଡାରକୁ ପୂରଣ କରାଯିବ। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର (ଏମ୍‌ଓପି) ବୋମା … Read More

ପାକିସ୍ତାନରେ ବେଲଗାମ୍ ଅନର କିଲିଂ: ନ୍ୟାୟର କଚ୍ଛପ ଗତି, ଦଣ୍ଡ ପାଉନାହାନ୍ତି ଅପରାଧୀ

ଇସଲାମାବାଦ: ପାକିସ୍ତାନରେ ଅନର କିଲିଂର ବୃଦ୍ଧି ପାଉଥିବା ଘଟଣା ଏକ ଗମ୍ଭୀର ମାନବାଧିକାର ସଙ୍କଟ ପାଲଟିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦେଶରେ ଏହି ହତ୍ୟାକାଣ୍ଡର ସଂଖ୍ୟା ବହୁତ ଅଧିକ, କିନ୍ତୁ ଅପରାଧୀମାନଙ୍କୁ ଦଣ୍ଡ ଦେବାର ହାର ଚିନ୍ତାଜନକ ଭାବରେ କମ୍ … Read More

ଗୃହ ଅଚଳ କରିବ ବିଜେଡି

ଭୁବନେଶ୍ବର: ବିଧାନସଭାକୁ ଅଚଳ କରିଦେବ ବିଜେଡି। ଚାଷୀ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇବ। ଗୃହ ମଧ୍ୟ ଭାଗରେ ଦଳର ବିଧାୟକମାନେ ପ୍ରତିବାଦ କରିବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଏହା ବିଧାୟକମାନଙ୍କୁ … Read More

ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ। … Read More