ଇନଷ୍ଟାଗ୍ରାମ୍ ନିଶାରେ ଛୋଟପିଲା ପଡ଼ିଛନ୍ତି କି : ଆମେରିକା କୋର୍ଟରେ ଜୁକରବର୍ଗଙ୍କୁ ପ୍ରଶ୍ନ
ଲସ୍ ଆଞ୍ଜେଲସ୍: ଇନଷ୍ଟାଗ୍ରାମ୍ ଓ ଫେସବୁକର ମୂଳ କମ୍ପାନି ମେଟାର ମାଲିକ ମାର୍କ ଜୁକରବର୍ଗଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ କୋର୍ଟରେ କଡ଼ା ପ୍ରଶ୍ନ କରାଯାଇଛି। ଏହା ଏକ ଐତିହାସିକ ଶୁଣାଣି ଯେଉଁଥିରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ପିଲା ଓ କିଶୋରମାନଙ୍କ ମାନସିକ … Read More
