କୋଲ୍ଡ ଷ୍ଟୋରେଜ୍ ପାଇପ୍ ଫାଟି ଆମୋନିଆ ଗ୍ୟାସ ଲିକ୍, ଲୋକେ ଆତଙ୍କିତ
ଭୁବନେଶ୍ୱର: ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ । ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ । ଆଳୁଗୋଦାମ ନିକଟ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ … Read More
