ହାତୀ ଆକ୍ରମଣରେ ଜଣେ ମୃତ

ଯୋଡ଼ା : ହାତୀ ଆକ୍ରମଣରେ ଜଣେ ମୃତ । ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହିରାପୁର ନିକଟରେ ଘଟିଛି ଘଟଣା । ଗତ ରାତି ୧୧ଟା ବେଳେ ମନୋହରପୁର ଗାଁର ବାହାଦୁଲା ଓରାମଙ୍କୁ ହାତୀ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର … Read More

ଡ୍ୟୁଟି ବେଳେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ, କ୍ଷତିପୂରଣ ଦାବିରେ ମୃତଦେହ ନେଲେନି ପରିବାର ଲୋକେ

କେନ୍ଦୁଝର : କେନ୍ଦୁଝରରେ ଡ୍ୟୁଟି କରୁଥିବା ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ । କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ଏକ ଚାକିରି ଦେବା ଦାବିରେ ମୃତଦେହ ନେଉ ନାହାନ୍ତି ପରିବାର ଲୋକେ । କେନ୍ଦୁଝର ପଦ୍ମପୁର ଅଞ୍ଚଳର ସୁଶିଲ କୁମାର ସାହୁ , … Read More

ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କଲେ ୧୫ ଜଣ ମାଓବାଦୀ । BBM ବଲାଙ୍ଗୀର, ବରଗଡ଼ ଏବଂ ମହା ସମୁଦ୍ର ମାଓ ସଂଗଠନର ସକ୍ରିୟ ୧୫ ହାର୍ଡକୋର … Read More

୨୦୦ ପିଲାଙ୍କ ପାଇଁ ୪ଟି କୁକୁଡ଼ା, ଚିକେନ୍ ତରକାରୀ ନାଁରେ ମିଳିଲା ଖାଲି ପାଣି

ମାଲକାନଗିରି : ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା । ଚିକେନ୍ ତରକାରୀ ନାଁରେ ଖାଲି ପାଣି । ମାଲକାନଗିରି ସଦର ମହକୁମା ତଣ୍ଡାପାଲି ପଞ୍ଚାୟତର ଏମଭି-୧୬ ନମ୍ବର ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ … Read More

ମାଓ କ୍ୟାମ୍ପ୍ ଠାବ, ମାଟି ତଳୁ ୪୬ଲକ୍ଷ ଟଙ୍କା ଜବତ

ଛତିଶଗଡ଼ : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ମାଓକ୍ୟାମ୍ପ ଠାବ । ମେନପୁର ଥାନା ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡରୁ ଠାବ ହୋଇଛି ମାଓକ୍ୟାମ୍ପ । ମାଟିତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଜବତ ହୋଇଛି । … Read More

ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା

ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ … Read More

ବିଜେଡିରୁ ବିଦା ହେବା ପରେ ନିଜର ପ୍ରତିକ୍ରିୟା ରଖିଲେ ପ୍ରଭାତ

ଭୁବନେଶ୍ଵର: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ ବିଶ୍ବାଳ। ସାମ୍ବାଦିକ ସମ୍ମିଳନୀ କରି କିଛି ଲୋକଙ୍କ ଉପରେ ବର୍ଷିଲେ। କହିଲେ ଦେହରୁ ଧଳା ସାର୍ଟ ଖୋଲି ଖଇରିଆ ପିନ୍ଧୁଛି। ତେବେ ଶନିବାର କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ … Read More

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା;ଜଣେ ନିଖୋଜ

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା । ଜଣେ ବ୍ୟକ୍ତି ନିଖୋଜ ରହିଥିବାବେଳେ ଅନ୍ୟ ଦୁଇଜଣ … Read More

ଇରାନ ଯୁଦ୍ଧ ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ

ନୂଆଦିଲ୍ଲୀ: ଶନିବାର ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହବ୍ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଛି। ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି … Read More

ପ୍ରକାଶ ପାଇଲା ଅଜିତ ପୱାରଙ୍କ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ

ମୁମ୍ବାଇ : ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ଥିଲେ ସୁଦ୍ଧା ସେତେବେଳେ ଏହାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ଉପୁଜିଥିଲା। ବିମାନ … Read More