ହଷ୍ଟେଲରୁ ବେଆଇନ ସିମ୍ ବକ୍ସ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ । ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି: ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ । ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର … Read More

ବଢୁଛି ତାତି; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଏସଓପି ଜାରି, ସକାଳେ ହେବ ସବୁ ପରୀକ୍ଷା

ଭୁବନେଶ୍ୱର : ଧିରେ ଧିରେ ବଢୁଛି ତାତି । ତେଣୁ ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । … Read More

ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ ଦୁର୍ଘଟଣାଗ୍ରସ୍ତ, ୨୦ କଳାକାର ଗୁରୁତର

ଦେବଗଡ଼: ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି ରାସ୍ତାରେ ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର … Read More

ସମ୍ବଲପୁର କୋର୍ଟକୁ ବୋମା ଧମକ, ତଦନ୍ତ ଜାରି

ସମ୍ବଲପୁର: କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି । ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ … Read More

କିଶୋରୀ ନେବେ HPV ଟିକା, ଅଧାର କାର୍ଡ ଓ ବୟସ ପ୍ରମାଣପତ୍ର ସହିତ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର … Read More

ଓମାନ ଉପକୂଳରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ, ଜାହାଜରେ ଥିଲେ ୧୫ ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେଉଛି ଯୁଦ୍ଧ । ଏହାରି ଭିତରେ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଖବର ଆସୁଛି । ଆକ୍ରମଣରେ ତୈଳ ଜାହାଜରେ ଥିବା ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଜାହାଜରେ … Read More

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଧ୍ୟପ୍ରାଚ୍ୟର ପରିସ୍ଥିତି ଯୋଗୁଁ ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବୋର୍ଡ କହିଛି ଯେ ନୂତନ ତାରିଖ ପରେ ଘୋଷଣା କରାଯିବ। ବାହାରିନ, … Read More

ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ପ୍ରତିବାଦ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। … Read More

ଦୁବାଇରେ ଫସିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ଦୁବାଇ : ଦୁବାଇ ବିମାନବନ୍ଦରରେ ଫସିଲେ ବ୍ୟାଡମିଣ୍ଟିନ ଷ୍ଟାର ପି.ଭି. ସିନ୍ଧୁ । ଦୁବାଇ ବିମାନବନ୍ଦରରେ ଇରାନର ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ମଧ୍ୟରେ ପି.ଭି. ସିନ୍ଧୁ ଫସି ରହିଛନ୍ତି । ସେ ନିଜର ଅନୁଭୂତି ବାଣ୍ଟିଛନ୍ତି । ସିନ୍ଧୁ … Read More