ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ଦଳ

କଟକ : ଓଡିଶା ଜନତା କଂଗ୍ରେସ ହେବ ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ  ।  ଦଳର ନାଁ ‘ଓଡିଶା ଜନତା କଂଗ୍ରେସ ‘ ହେଉଥିବା ବେଳେ ଦଳୀୟ ପତାକାର ଚିତ୍ର ସାମ୍ନାକୁ ଆଣିଛନ୍ତି ମହମ୍ମଦ ମୋକିମ ।  ଦଳର ନାଁ ସମ୍ପର୍କରେ … Read More

ଟପ୍ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ, ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍

ରାଉରକେଲା: ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ । ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ । ଚାଲିଛି ଭୀଷଣ ଗୁଳି ବିନିମୟ । ଟପ୍ ମାଓ ନେତା ମିସିର … Read More

ଘରେ ପଶିଗଲା ଆମ୍ବୁଲାନ୍ସ , ୩ ଗୁରୁତର

ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ … Read More

ଆଜିଠୁ ୩ ଦିନ ପ୍ରବଳ ବର୍ଷା, ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ବର: କମିବ ତାପମାତ୍ରା । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ଯାଏ ବର୍ଷା ସମ୍ଭାବନା । ଓଡିଶା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । … Read More

ନନ୍ଦନକାନନକୁ ଆସିବାକୁ ଯାଉଛନ୍ତି ନୂଆ ପ୍ରଜାତିର ଅତିଥି

ଭୁବନେଶ୍ଵର: ନନ୍ଦନକାନନକୁ ଆସିବାକୁ ଯାଉଛନ୍ତି ନୂଆ ପ୍ରଜାତିର ଅତିଥି। ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନ ସହିତ ଏକ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମର ଅଂଶ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶକମାନେ ଖୁବ୍ ଶୀଘ୍ର ନୂତନ ପ୍ରଜାତି ଦେଖିବେ। ନନ୍ଦନକାନନ ରିଙ୍ଗ-ଟେଲଡ୍ … Read More

ସରକାରୀ କାର୍ଯ୍ୟରେ ଦୁର୍ନୀତି ନକରିବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ … Read More

ବେଙ୍ଗଲରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ! ପ୍ରୋଟୋକଲ୍ ଉଲ୍ଲଂଘନ ନେଇ କ୍ଷୋଭ ପ୍ରକାଶ କଲେ ଦ୍ରୌପଦୀ ମୁର୍ମୁ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଶନିବାର ଦିନ ଉତ୍ତର ବଙ୍ଗଳାରେ ନବମ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରୋଟୋକଲ୍ ଉଲ୍ଲଂଘନ ଏବଂ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ପାକିସ୍ତାନରେ ତେଲ ଦର ଆକାଶଛୁଆଁ

ଇସଲାମାବାଦ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ପାକିସ୍ତାନ  ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୫୫ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବର୍ଦ୍ଧିତ ମୂଲ୍ୟ … Read More

ଜଳିଗଲା ରଙ୍ଗ ତିଆରି କାରଖାନା, ୫ ମହିଳା ମୃତ, ଅନେକ ଗୁରୁତର

ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ … Read More

ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ: ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ

ନୂଆଦିଲ୍ଲୀ : ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ … Read More