ମାର୍ଚ୍ଚ ୩୧ ସୁଦ୍ଧା ପାନ୍-ଆଧାର ଲିଙ୍କ ଶେଷ ସୁଯୋଗ, ଭାରତୀୟ ଆୟକର ବିଭାଗର ନୂତନ ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଆୟକର ବିଭାଗ ପକ୍ଷରୁ ମାର୍ଚ୍ଚ ୨୦୨୬ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂତନ ବିଜ୍ଞପ୍ତି ଏବଂ ନିୟମ ଜାରି କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ ଆଧାର-ପାନ ଲିଙ୍କ୍ କରିବାର ଶେଷ ସୁଯୋଗ ଦିଆଯାଇଛି। ସରକାରଙ୍କ ନୂତନ ବିଜ୍ଞପ୍ତି … Read More

ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ବୋମା ବର୍ଷା କଲେ ଆମେରିକା-ଇସ୍ରାଏଲ

ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ … Read More

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୫୯ ଆହତ

ସିଓଲ : ଦକ୍ଷିଣ କୋରିଆ ଡେଜେଓନ୍ ସହରର ଏକ କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି … Read More

ଉତ୍ସାହର ସହ ଦେଶବାସୀ ପାଳିଲେ ଇଦ-ଉଲ-ଫିତର: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି । ଇସଲାମ ଧର୍ମରେ ଏହା ସବୁଠାରୁ ବଡ଼ ଏବଂ ମହତ୍ତ୍ବପୂର୍ଣ୍ଣ ପର୍ବ । ରମଜାନ ମାସ ଶେଷ ହେବା ପରେ ଏହାକୁ ପାଳନ କରାଯାଏ । ଆଜି … Read More

ଭାରତ ମହାସାଗରରେ ଥିବା ଆମେରିକାର ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ । ଆମେରିକା … Read More

ଚୀନର ଆକାଶ ସୀମାରୁ ଫେରିଲା ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ, ଦିଲ୍ଲୀରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୮୫ ଭୁଲ ବିମାନ ପଠାଇଦେଲା । ତେଣୁ ଏୟାର ଇଣ୍ଡିଆର ବିମାନ ଚୀନର ମଝି ଆକାଶରେ ୮ ଘଣ୍ଟା ଧରି ବୁଲିବା ପରେ ୟୁ ଟର୍ଣ୍ଣ କରି ଦିଲ୍ଲୀ ଫେରିଥିଲା  … Read More

ଦିଲ୍ଲୀରେ UNI ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍, କାର୍ଯ୍ୟାନୁଷ୍ଠାନକୁ ସାମ୍ବାଦିକ ସଂଘର ନିନ୍ଦା 

ନୂଆଦିଲ୍ଲୀ: ଦିଲ୍ଲୀରେ ୟୁଏନଆଇ ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍ । ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଅନ୍ୟତମ ପୁରାତନ ନ୍ୟୁଜ୍ ଏଜେନ୍ସି ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ‘ ର କାର୍ଯ୍ୟାଳୟକୁ ପୋଲିସ ସିଲ୍ କରିଛି … Read More

ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ।  ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।  ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।  ତେବେ ଆସନ୍ତା … Read More

ବଢୁଛି ତାତି, ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢୁଛି ତାତି ।  ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ ।  ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ ।  … Read More

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ

କଟକ :  କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି ।  ମେୟର ସୁବାସ ସିଂ ପୁସ୍ତକମେଳାକୁ ଉଦଘାଟନ କରିଛନ୍ତି ।  କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ … Read More