ପୁରୀ ବସଷ୍ଟାଣ୍ଡରେ ହୁ ହୁ ହୋଇ ଜଳିଗଲା ବସ୍

ପୁରୀ: ବସଷ୍ଟାଣ୍ଡରେ ହୁ ହୁ ହେଇ ଜଳିଲା ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ । ଯାତ୍ରୀବାହୀ ବସରେ ରାତିରେ ଲାଗିଲା ନିଆଁ । ତେବେ ଗୋଟିଏ ବସରୁ ଅନ୍ୟ ବସ୍ କୁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କଲା ଅଗ୍ନିଶମ … Read More

ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର: ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ହ୍ବାଟସ୍ ଆପ୍ ଜରିଆରେ ଜୟଦେବ ଜେନାଙ୍କୁ ହତ୍ୟାଧମକ ମିଳିଥିଲା । ଅଭିଯୁକ୍ତଙ୍କୁ ଗିରଫ ସହ … Read More

୧୦ହଜାର କମିଲା ସୁନା ଦର

ଭୁବନେଶ୍ବର: ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣନ୍ତୁ । ଦଶ ହଜାର ଖସିଲା ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୬୫୦ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ୍ … Read More

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ-ଚାଲାଣ, ୩ ବର୍ଷରେ ୧୮୭୮ ମାମଲା

ଭୁବନେଶ୍ଵର:ସୀମାଞ୍ଚଳରେ ଗୋ-ମାଫିଆମାନେ ବିଭିନ୍ନ ଉପାୟରେ ଗୋ ଚାଲାଣ କରୁଛନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ। ଏଥିସହ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଓ ତାମିଲନାଡ଼ୁକୁ ମଧ୍ୟ ଗୋ ଚାଲାଣ କରାଯାଉଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ରାଜ୍ୟରେ ନିଲାମ ହେବ ୩୪ ଖଣି, ତାଲିକାରେ ରହିଛି ସୁନା ଖଣି

ଭୁବନେଶ୍ବର: ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ ପାଇଁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି, ୯ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ସମ୍ପତ୍ତି ସମେତ ୩୪ଟି ଖଣିକୁ ନେଇ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ର ସହିତ ଜଡିତ ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା ଏକ ଉଚ୍ଚସ୍ତରୀୟ ବୈଠକର। ଏହି ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ … Read More

ଏଲପିଜି ଗ୍ୟାସ୍‌ କଳାବଜାରୀ: ୩ ଗିରଫ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୁଲିସ୍‌ ମହିପାଳପୁର ଅଞ୍ଚଳରେ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ କଳାବଜାରୀର ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି। ପୁଲିସ୍‌ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ନିକଟରୁ ମୋଟ … Read More

ଶାସନ ମୁଖ୍ୟ ଭାବରେ ୮୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ ।  ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ … Read More

ଏପ୍ରିଲ ୧ରୁ ବଢିପାରେ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ

ନୂଆଦିଲ୍ଲୀ  : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ବିମାନରେ ବ୍ୟବହୃତ ATF ଅର୍ଥାତ୍ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ ଏପ୍ରିଲ ୧ରୁ ବୃଦ୍ଧି ପାଇପାରେ । ଯଦି ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ଏହି … Read More

କତାରର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା-ଇରାନ ବିବାଦ ମଧ୍ୟରେ କାତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । … Read More