ଯୁଦ୍ଧ ପାଇଁ ଆସି ପାରୁନି ତେଲ ଟ୍ୟାଙ୍କର, ରାଜ୍ୟରେ ସୃଷ୍ଟି ହେଲାଣି ପେଟ୍ରୋଲ ସମସ୍ୟା
ଭୁବନେଶ୍ୱର : ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ ପ୍ରଭାବ ପଡିଛି … Read More
