କାରଖାନା ସ୍ଥାପନ ପାଇଁ ଚଞ୍ଚକତା ! ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣକୁ ବିରୋଧ
ବଣାଇଁ : ସୁନ୍ଦରଗଡ ଜିଲ୍ଲା ବଣାଇଁ କନ୍ତସରା ଗ୍ରାମରେ ଏକ କାରଖାନା ସ୍ଥାପନ ପାଇଁ ଶିଳ୍ପପତିଙ୍କ ଚଞ୍ଚକତା ପୂର୍ବକ ଗୋଚର ଓ ଶ୍ମଶାନ ଜମି ପ୍ରଶାସନର ମାଧ୍ୟମରେ ହଡପ ଉଦ୍ୟମକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଆଖପାଖର ପାଞ୍ଚରୁ ଉର୍ଦ୍ଧ୍ବ … Read More
