ଖପୁରିଆରେ ରଥକାଠ ଚିରଟର ଶୁଭ ଅନୁକୂଳ

ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି … Read More

ସ୍କୁଲରେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ୩ ସହପାଠୀ

ସୁବର୍ଣ୍ଣପୁର: ସ୍କୁଲ ପରିସରରେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ବିଧା, ଗୋଇଠା ସହ ଚାପୁଡା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ସୁବର୍ଣ୍ଣପୁର ଜିଲ୍ଲାର ବିଦ୍ୟାଳୟରୁ ଆସିଛି ଅମାନବୀୟ ଭିଡିଓ । ଜଣେ ନବମ ଶ୍ରେଣୀ ଛାତ୍ରକୁ ତାର … Read More

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ, ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର : ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବଣ୍ଟନ କର ୟୁନିଫର୍ମ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବ ଶିକ୍ଷାବର୍ଷରେ ପୋଷାକ ଦେବାରେ ହୋଇଥିଲା ବିଳମ୍ବ … Read More

ଆଜି ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ

ପୁରୀ : ଆଜି ପବିତ୍ର ଶ୍ରୀରାମନବମୀ ।  ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ । ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ … Read More

ଯୁଦ୍ଧ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଉଚ୍ଚସ୍ତରୀୟ ବୈଠକରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ … Read More

ମହିଳାଙ୍କୁ ହାଣି ଘରେ କଳାକନା ବୁଲାଇଲେ ମୁଖା ପିନ୍ଧା ଲୁଟେରା

ପିପିଲି: ପିପିଲିରେ ମାତିଲେ ମୁଖା ପିନ୍ଧା ଲୁଟେରା । କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରା ଆତଙ୍କ ଖେଲାଇଛନ୍ତି । ଘରେ ପଶି ମହିଳାଙ୍କୁ ହାଣିଲେ । ବିଳମ୍ବିତ ରାତିରେ ଘରୁ ଲୁଟିନେଲେ ୩ ଲକ୍ଷ ଟଙ୍କା ଓ ସୁନା … Read More

ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା … Read More

ବସ୍‌-ଟ୍ରକ ମୁହାଁମୁହିଁ : ଜଳିଗଲା ବସ୍, ୧୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର … Read More

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା: ବିନା KYCରେ ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !

ନୂଆଦିଲ୍ଲୀ: ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ … Read More

ପଦ୍ମା ନଦୀକୁ ଖସିଲା ବସ୍, ୨୩ ମୃତ

ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ … Read More