ଆମେରିକାର F-୧୬ ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା … Read More

ମନ୍ଦିର ଛାତ ଭୁଶୁଡି ଭକ୍ତ ମୃତ

ତାମିଲନାଡୁ : ତାମିଲନାଡୁର ତିରୁଚିରାପାଲ୍ଲିର ସମାୟପୁରମ୍ ମାରିଆମ୍ମାନ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମନ୍ଦିର ଛାତର ଏକ ଅଂଶ ଭୁଶୁଡି ପଡ଼ି ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ସନ୍ନାଥୀ … Read More

ଶୋଭାଯାତ୍ରାରେ ଫାଙ୍କା ଗୁଳିଚାଳନା ଘଟଣା: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

ଭୁବନେଶ୍ବର: ଫାଙ୍କା ଗୁଳିଚାଳନା ନେଇ ଭାଇରାଲ ଭିଡିଓ ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ ।  ପିଏସଓ ପ୍ରେମଚାନ୍ଦ ନାଗଙ୍କୁ ସସପେଣ୍ଡ କରାଯାଇଛି । ବନ୍ଧୁକ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଟିଲାଗଡ ଥାନାରେ ଆର୍ମସ … Read More

ଏପ୍ରିଲ ୨ରୁ ରାଜ୍ୟରେ ଗଡିବ ଆଉ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨ … Read More

ହେଲମେଟ ନପିନ୍ଧି ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: ହେଲମେଟ ନପିନ୍ଧି ବାଇକ ରାଲି କରି ଏବେ ଅଡ଼ୁଆରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହଲିଙ୍ଗ। ଉଠିଲା ଇସ୍ତଫା ଦାବି। ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିବା କାର୍ଯ୍ୟକୁ ଆଇନ ଅମାନ୍ୟତାକୁ ପ୍ରୋତ୍ସାହିତ କରୁଥିବା ସାର୍ବଜନୀନ ଶୃଙ୍ଖଳାର ଉଲ୍ଲଂଘନ ବୋଲି ବର୍ଣ୍ଣନା କରି, … Read More

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗ, ଘରେ ପଶି ଛାନଭିନ କଲା ପୋଲିସ

ଭୁବନେଶ୍ବର: ବିଜେଡି ବିଧାୟିକାଙ୍କ ଘରେ ପୋଲିସ ରେଡ୍ ପରେ ତେଜିଲା ରାଜନୀତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢ଼ାଉ । ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ । ତହସିଲଦାରଙ୍କୁ ଧମକ ଦେବା … Read More

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର::ବୁର୍ଲା ଭୀମସାରରେ ଜଣେ ପିଜି ପ୍ରଥମବର୍ଷର ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ।  ଛାତ୍ରୀ ଜଣକ ୩୦ଟି ବଟିକା ଖାଇ ଜୀବନ ହାରିବା ଉଦ୍ୟମ  କରିଥିଲେ। ଛାତ୍ରୀ ଜଣକ ଗୁରୁତର ହେବାରୁ ତାଙ୍କୁ ଆଇସିସିୟୁ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସ୍ଵୀକାର କରିଛନ୍ତି … Read More

ଭିଜିଲାନ୍ସ ପଞ୍ଝାରେ ଆର୍‌ଆଇ, ୩୦ ହଜାର ଟଙ୍କା ନେଇ ଧରାପଡ଼ିଲେ

ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍‌ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ … Read More

ପୁରୀ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ: ପୁରୀ ଜେଲରେ କଏଦୀ ମୃତ୍ୟୁ । ପୁରୀ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ପୁରୀଜିଲା ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ବଳକ୍ତାର ଅଭିଯୋଗରେ ଜେଲ … Read More

ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କଲେ ମୋଦି

ସାଲେପୁର : ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି ମୋଦି ।  ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ପଞ୍ଚାୟତ ଗୋପପୁର ଗାଁର ଓମ … Read More