୨୦ ଘଣ୍ଟା ଧରି କେଦାରନାଥରେ ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର
ଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ ପାଇଁ ଏପ୍ରିଲ … Read More
