ପରିବାର ଓ ପୋଲିସ ଉପସ୍ଥିତିରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ

ମଧ୍ୟପ୍ରଦେଶ : ବନ୍ଦ କୋଠରୀର ଅନ୍ଧାର ରାତିରେ ଘଟିଗଲା ବୀଭତ୍ସ ଓ ଲୋମ ଟାଙ୍କୁରା କାହାଣୀ । ଗୁଜରାଟ ଗାନ୍ଧୀନଗର ନ୍ୟାସନାଲ ହାଇୱେ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ ପ୍ରେମିକାର … Read More

ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୬ ମୃତ

ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । … Read More

ଆମେରିକା-ଇରାନ ମଧ୍ୟରେ ଚୁକ୍ତି ଘୋଷଣା, କମୁଛି ଅଶୋଧିତ ତେଲ ଦର

ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି । ହର୍ମୁଜ … Read More

ଅନୁଭବ-ବର୍ଷା ବିବାଦ, ଅନୁଭବଙ୍କ ଆବେଦନ ଉପରେ ସରକାରଙ୍କୁ ସୁପ୍ରିମ ନୋଟିସ୍

ଭୁବନେଶ୍ୱର : ଅନୁଭବ-ବର୍ଷା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ !।  ପୂର୍ବତନ ସାଂସଦଙ୍କ ଆବେଦନ ଉପରେ ଜବାବ ମାଗିଲେ ସର୍ବୋଚ୍ଚ ଅଦାଲତ ।  ବର୍ଷାଙ୍କ ନିର୍ଯାତନା ମାମଲା ରଦ୍ଦ କରିବାକୁ ହୋଇଥିଲା ଆବେଦନ ।  ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ … Read More

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ତଦନ୍ତ କଲେ ଏସ୍ ପି

ନବରଙ୍ଗପୁର : ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ତଦନ୍ତ କଲେ ନବରଙ୍ଗପୁର ଏସ୍ ପି ।  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା … Read More

ସୋମନାଥ ସ୍ୱାଭିମାନ ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବେ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” ।  ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର … Read More

ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତର ସୂଚୀ, ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡରେ ଓହ୍ଲାଇବେ

ଭୁବନେଶ୍ୱର : ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ ।  ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ ।  ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ ।  ଘଣ୍ଟାଏ ପାହାଡ଼ପୁରରେ ରହିବେ ।  … Read More

ନାବାଳିକାଙ୍କୁ ଦୁଷ୍କର୍ମ, ୩ ଅଟକ

ରାଇରଙ୍ଗପୁର :  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।  ଜଣେ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  ଅଭିଯୋଗ ମୁତାବକ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ … Read More

ପରକୀୟା ପ୍ରୀତିରୁ ଅପହରଣ ପରେ ଯୁବକଙ୍କୁ ହତ୍ୟା

ନୀଳଗିରି : ପୁଣି ଜୀବନ ନେଲା ପରକୀୟା ପ୍ରୀତି ।  ଅପହରଣ ପରେ ଯୁବକଙ୍କୁ ହତ୍ୟା ।  ମାଟିତଳେ ପୋତିଦେଲା ଅଭିଯୁକ୍ତ ।  ୨୦ ଦିନ ପରେ ମିଳିଲା ମୃତଦେହ ।  ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା ।  … Read More

ଯୁବତୀଙ୍କୁ ହତ୍ୟା କରି ପୋଡ଼ିଦେଲା ପ୍ରେମିକ, ଦୁଇ ଗିରଫ

ଯୋଡ଼ା : ବଡ଼ବିଲ ଝାଡଗାଁରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତିବା ଘଟଣାରେ ଦୁଇ ଗିରଫ। ମୁଖ୍ୟ ଅଭିଯୁକ୍ତ ସଂଗ୍ରାମର ୨ ସହଯୋଗୀଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଘଟଣାରେ ବ୍ୟବହୃତ ବାଇକ ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି … Read More