ଅମିତ ଶାହା ଜାରି କଲେ ବିଜେପିର ସଂକଳ୍ପ ପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରର ତୃତୀୟ ଭାଗ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ, … Read More

ପ୍ରତ୍ୟର୍ପଣ ତାଲିକାରେ ବହୁ ନାମ ରହିଛି: ତହବୁର ରାଣାଙ୍କୁ ନେଇ ସଞ୍ଜୟଙ୍କ ମନ୍ତବ୍ୟ

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତ ତହବୁର ରାଣାଙ୍କୁ ଶୀଘ୍ର ଭାରତକୁ ଅଣାଯାଇପାରେ। ଏହି ଘଟଣାରେ ୧୬୪ଜଣଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣରେ ନିଜ ଭୂମିକା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ମୂଳ ବ୍ୟବସାୟୀ ତହବୁର ହୁସେନ୍ ରାଣା … Read More

ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ

ଢାକା: ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଆଜାଦୁଜମାନ ଖାନ କମଲ ଦେଶରେ ଶେଖ ହସିନା ସରକାରଙ୍କ ପତନ ଏବଂ ମହମ୍ମଦ ୟୁନୁସ୍ କ୍ଷମତାକୁ ଆସିବା ପରେ ପରିବର୍ତ୍ତିତ ପରିସ୍ଥିତି ବିଷୟରେ କହିଛନ୍ତି। ବରିଷ୍ଠ ଆୱାମୀ ଲିଗ୍ ନେତା ଆଜାଦୁଜମାନ କମଲ କହିଛନ୍ତି ଯେ, … Read More

ଚୀନ-ଆମେରିକା ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି

ଓ୍ବାସିଂଟନ : ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ଆମେରିକାର ନୂତନ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଏପରିକି ଚୀନ … Read More

ନିଜ ଭାଇଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ

ଭୁବନେଶ୍ବର ୨୫।୧: ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ … Read More

ସାମୂହିକ ଶପଥପାଠ କରାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ … Read More

ସରକାରଙ୍କ ପ୍ରତିଶ୍ରୁତି: ବଣ୍ଡାଙ୍କ କୁଡ଼ିଆ ଘର ହେବ ପକ୍କା ଘର

ମାଲକାନଗିରି: ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ନେଇ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଆଜି ବି ଏହି ଜନଜାତି ଆଧୁନିକ ସଭ୍ୟତା ଠାରୁ ବହୁ ଦୁରରେ ରହିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୧ଟି ଗ୍ରାମରେ … Read More

ପୁଲିସ୍‌ ଡିଜି-କୋଷ୍ଟଗାର୍ଡ ଏଡିଜି ବୈଠକ: ତଟ ସୁରକ୍ଷା ପାଇଁ ଗଠନ ହେବ ‘ବୋର୍ଡ’

ଭୁବନେଶ୍ବର: ତଟସୁରକ୍ଷାକୁ ନେଇ କୋଷ୍ଟଗାର୍ଡ ଓ ଓଡିଶା ପୁଲିସର ଅଫିସର୍‌ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଅଫ୍ ଅଫିସର୍‌ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସଂପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ଉପକୂଳ ସୁରକ୍ଷା ପାଇଁ … Read More

ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜେପି

ଭୁବନେଶ୍ବର: ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି। ଦେବେନ୍ଦ୍ର ନାଥଙ୍କୁ ପୁରୀ, … Read More

ସରକାର କରିବେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ, ଖର୍ଚ୍ଚହେବ ୯୬୫୨କୋଟି

ଭୁବନେଶ୍ବର : ମୋହନ ମାଝୀଙ୍କ ସରକାର ୫ବର୍ଷ ମଧ୍ୟରେ ରାଜ୍ୟରେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବେ । ଏଥିପାଇଁ ୯୬୫୨.୨୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଖର୍ଚ୍ଚ କରିବେ । ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ … Read More