ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା
ଭୁବନେଶ୍ଵର: ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା । ବାତ୍ୟା ‘ଦାନା’ ପାଇଁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ସକାଳ ୮ଟାରୁ ତାହା ସ୍ୱାଭାବିକ ହୋଇଛି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି … Read More