ଟାର୍ଗେଟ୍‌ରେ ବାବା ସିଦ୍ଦିକିଙ୍କ ପୁଅ, ଅଭିଯୁକ୍ତଙ୍କ ଫୋନ୍‌ରୁ ମିଳିଲା ଫଟୋ

ନୂଆଦିଲ୍ଲୀ :ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟ୍‌ରେ ଜିସାନ ସିଦ୍ଦିକି। ହିଟ୍‌ ଲିଷ୍ଟରେ ରହିଛି ତାଙ୍କର ନାଁ। ତାଙ୍କୁ ମଧ୍ୟ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ଏଭଳି କିଛି ନୂଆ ଖୁଲାସା ହୋଇଛି। … Read More

ବିଷ ବଳୟରେ ଦିଲ୍ଲୀ, ଦୀପାବଳି ପୂର୍ବରୁ ଡ଼ରାଇଲାଣି ପ୍ରଦୂଷଣ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ବିଷାକ୍ତ ହୋଇଗଲାଣି ବାୟୁ। ଚାରିଆଡେ ଢ଼ାଙ୍କି ହୋଇଗଲାଣି ଧୂଆଁର ମୋଟା ଚାଦର। ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା। ଶନିବାର ସକାଳୁ ସକାଳୁ ଦିଲ୍ଲୀ ଓ … Read More

ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ

ରାଞ୍ଚି : ବିଧାନସଭା ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ। ଆଜି ନିର୍ବାଚନ ଆୟୋଗ ଡିଜିପି ଅନୁରାଗ ଗୁପ୍ତାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୋଗ ତୁରନ୍ତ ଗୁପ୍ତାଙ୍କ … Read More

IED ବିସ୍ଫୋରଣ; ୨ ITBP ଯବାନ ଶହୀଦ

ରାୟପୁର : ଛତିଶଗଡ଼ ସୀମାନ୍ତରେ IED ବିସ୍ଫୋରଣ ଘଟଣାରେ ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୁଲିସ୍ (ITBP) ଯବାନ ଶହୀଦ ହୋଇଛନ୍ତି। ବିସ୍ଫୋରଣ ପରେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, … Read More