ଖୋଲିବ ଭରତପୁର ଥାନା ମାମଲାର ସତ ! ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG

ଭୁବନେଶ୍ୱର: ଖୋଲିବ ଭରତପୁର ରାତିର ସତ! ।  ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ … Read More

ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍

କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି … Read More

ସଦଗୁରୁଙ୍କୁ ‘ସୁପ୍ରିମ୍’ ଆଶ୍ୱସ୍ଥି; ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶ ଖାରଜ

ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଆଶ୍ରମରେ … Read More

ଭରତପୁର ଥାନା ନିର୍ଯାତନା ମାମଲା, ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର : ଭରତପୁର ଥାନା ନିର୍ଯାତନା ମାମଲା । ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ … Read More

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ … Read More

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ

ବୌଦ୍ଧ : ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ । ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ବୈଠକରେ ଆଇଜି ଅପରେସନ୍ ଜୟ ନାରାୟଣ … Read More

ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ, ସ୍ପଷ୍ଟ କଲେ ନେତାନ୍ୟାହୁ

ଇସ୍ରାଏଲ ସେନାକୁ ମିଳିଲା ବଡ଼ ସଫଳତା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଟଳିଲା ହମାସ ମୁଖ୍ୟ ୟାହୟା ସିନଓ୍ୱାର। ଏନେଇ ଇସ୍ରାଏଲ କର୍ତ୍ତୃପକ୍ଷ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ … Read More

ଆନ୍ଦୋଳନରୁ ଉଠିଲେ ହବିଷ୍ୟାଳି: ସମସ୍ତଙ୍କ ପାଇଁ ହେଲା ବ୍ୟବସ୍ଥା

ପୁରୀ: ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳି । ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ଅଣପଞ୍ଚିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅନେକ ଦ୍ବନ୍ଦ୍ବ ଭିତରେ କିଛି … Read More

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଦେଲେ ଯୋଗ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ କେମିକାଲ ଇଣ୍ଟରନେସନାଲ୍ କନଫରେନ୍ସରେ ଯୋଗ ଦେଇଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ କନଫରେନ୍ସରେ ଉପସ୍ଥିତ ଅଛନ୍ତି । ଗୁଜରାଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡ଼ିଶାର ପାରାଦ୍ୱୀପ, … Read More

ଖୁବଶୀଘ୍ର ଆୟୁଷ୍ମାନ ଭାରତ; ୩ କୋଟିରୁ ଅଧିକ ଲୋକ ହେବେ ସାମିଲ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଯେଉଁଥିରେ ୩କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ମୋହନ ସରକାର … Read More