କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି, ୩% ବଢିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିଛନ୍ତି। ଆଜି କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି … Read More

ଟ୍ରେନ ଧକ୍କାରେ ଆହତ ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତରିତ

ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆକୁ ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଆହତ ହାତୀ ଛୁଆକୁ ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରକରେ ନନ୍ଦନକାନନକୁ ପଠାଯାଇଥିଲା। … Read More

ଉପ ମୁଖ୍ୟମନ୍ତ୍ରୀ କରିବେ ହବିଷ୍ୟାଳୀ ଯୋଜନା ଉଦ୍ଘାଟନ

ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ହବିଷ୍ୟାଳୀ ବ୍ରତ ପାଇଁ ଜିଲ୍ଲା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୩୦ ଜିଲ୍ଲାରୁ ୨୫୦୦ ଜଣ ହବିଷ୍ୟାଳୀ ଅନଲାଇନ ଯୋଗେ ପଞ୍ଜିକରଣ କରିଛନ୍ତି । ଆଉ କୌଣସି ସ୍ପଟ ବୁକିଂ … Read More

ଶପଥ ନେଲେ ଓମାର ଅବଦୁଲ୍ଲା, ସୁରିନ୍ଦର ସିଂହ ଚୌଧୁରୀ ହେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 6 ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ। ନ୍ୟାସନାଲ କନଫରେନ୍ସ (ଏନସି) ବିଧାୟକ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ … Read More

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁର ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । କିଛି ଦୁର୍ବୃତ୍ତ ଏହି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସରପଞ୍ଚଙ୍କକ ପରିବାର । … Read More

ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି। ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର … Read More

‘ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ନୁହେଁ’

ମସଜିଦରେ ‘ଜୟ ଶ୍ରୀରାମ’ ନାରା ଦେବା କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ “ଜୟ ଶ୍ରୀରାମ” ନାରା ଦେବାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ଅନୁସାରେ, କର୍ଣ୍ଣାଟକ … Read More

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ, ନଚେତ୍‌ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡ୍ କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟ ଘିଅ … Read More

ଘରୋଇ କଳିରେ ଚାଲିଗଲା ୪ମାସର ଶିଶୁର ଜୀବନ

ବ୍ରହ୍ମଗିରି : ରାଗ ବ୍ରହ୍ମ ଚଣ୍ଡାଳ ।  ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ ।  ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ … Read More

SCO ସମ୍ମିଳନୀ: ‘ଆତଙ୍କବାଦର ବିନାଶ ବିନା ବିକାଶ ଅସମ୍ଭବ’

ପାକିସ୍ତାନରେ ଆୟୋଜିତ ସାଙ୍ଘାଇ କର୍ମୋପେସନ ଅର୍ଗାନାଇଜେନ (SCO) ବୈଠେକରେ ନିଜ ଆନ୍ଦାଜ ଦେଖାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପାକିସ୍ତାନକୁ ଆକ୍ଷେପ କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି … Read More