ଗର୍ଜିଲେ ଶରଦ ପାଓ୍ୱାର: ଏ ବୁଢ଼ା ଅଟକିବନି, ୮୪ ବର୍ଷ ହେଉ ଅବା ୯୦

‘ଏ ବୁଢ଼ା ଆଉ ଅଟକିବନି। ୮୪ ବର୍ଷ ହେଉ ଅବା ୯୦। ଆପଣ ଚିନ୍ତା କରନ୍ତୁ ନାହିଁ।’ ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ଘୋଷଣା ହେବାକୁ ଯାଉଛି ତାରିଖ। ଏହାରି ଭିତରେ ଏନ୍‌ସିପି-ଏସ୍‌ପି ନେତା ଶରଦ ପାଓ୍ୱାର ଏଭଳି କିଛି … Read More

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ବନ୍ଧା ହେଲେ ୪ ୱେବ୍ ପୋର୍ଟାଲ୍ ସାମ୍ବାଦିକ

ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ … Read More

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ; ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। … Read More