ଅଶ୍ଳୀଳ ନାଚ ନାଚି ଚେୟାର ମାଡ଼ ଖାଇଲେ! ଥାନାରେ ଅଭିଯୋଗ କଲେ ନିଶା
ଯାଜପୁର : ଆଇଟମ୍ ଡ୍ୟାନ୍ସର ନିଶା ମହାରଣା ଥାନାରେ। ଷ୍ଟେଜ୍ରେ ତାଙ୍କ ଉପରେ ହୋଇଥିବା ଚେୟାର ମାଡ଼କୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚେୟାର ମାଡ଼ ପୂର୍ବରୁ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ନିଶା ଏଫ୍ଆଇଆର୍ରେ … Read More