ମହଙ୍ଗା ପଡିଲା ଦାଦାବଟି ମାଗିବା, ପୁଣି ଗିରଫ ହେଲା ରଘୁଆ
ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଦାଦା ମାନଙ୍କର ଦାଦାଗିରି । ଦାଦାବଟି ନ ଦେବାରୁ ଲୋକଙ୍କୁ ଦେଖାଉଛନ୍ତି ନାଲିଆଖି । ଜେଲରୁ ଫେରି ଦାଦାବଟି ମାଗୁଥିବା ଦାଦାକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିବାରେ ସଫଳ … Read More