ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ। ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରିବା ସହ ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ … Read More

ଆହତ କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

ଭୁବନେଶ୍ବର: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏସସିବି ମେଡିକାଲରେ ସାକ୍ଷାତ କରିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ … Read More

ଚିକିତ୍ସା ଅବହେଳା ଜନିତ ମୃତ୍ୟୁର ତଦନ୍ତ ଆରମ୍ଭ

ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ୨ ତାରିଖ ଦିନ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଶନିବାର ବ୍ରହ୍ମପୁର … Read More

ବୀର ବାଳକ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ ହୋଇପାରେ, କିନ୍ତୁ ତାଙ୍କ ବୀରତ୍ଵର ଗାଥା ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା

ଭୁବନେଶ୍ୱର: ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ … Read More

ଦୁର୍ଗାପୂଜାରେ ବେଙ୍ଗଲ କଏଦୀ ଖାଇବେ ମଟନ୍ ବିରିୟାନୀ ଓ ଚିକେନ ତରକାରୀ

କୋଲକାତା : ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ପାଇଁ ସ୍ପେଶାଲ ମେନୁ ପ୍ରସ୍ତୁତ କରାଯାଇଛି। ଜେଲରେ ଥିଲେ ମଧ୍ୟ କଏଦୀ ଖାଇବେ ସୁସ୍ୱାଦୁ ବ୍ୟଞ୍ଜନ। ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବେଙ୍ଗଲର ପାରମ୍ପରିକ ଖାଦ୍ୟ ପରଷାଯିବ। ପଶ୍ଚିମବଙ୍ଗର ସଂଶୋଧନ … Read More

୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ BSP ନେତା ଗିରଫ

ଚନ୍ନାଇ : ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ। ୧୬ଟି ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ BSP ନେତା ହେଉଛନ୍ତି ୪୩ ବର୍ଷୀୟ ଭେଟ୍ରି ବନ୍ଧନ। ତିରୁଭଲ୍ଲୁର ପୁଲିସ ଆଜି ତାଙ୍କୁ … Read More

ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ୨୦୧୪ … Read More

ଘର ଭିତରୁ ମିଳିଲା ପୂର୍ବତନ କ୍ରିକେଟରଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ, କଟା ହୋଇଛି ତଣ୍ଟି

ପୁନେ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ସଲିଳ ଅଙ୍କୋଲାଙ୍କ ମା’ ଆଉ ନାହାନ୍ତି। ପୁଣେରେ ଥିବା ସଲିଳଙ୍କ ଫ୍ଲାଟରୁ ମା’ଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ତାଙ୍କ ତଣ୍ଟିରେ କଟା ଦାଗ ରହିଛି। ପୁଲିସର କହିବା କଥା ଯେ ସଲିଳଙ୍କ ମା’ … Read More

ଷ୍ଟେଜ ଉପରେ କଂଗ୍ରେସର ମହିଳା କର୍ମୀଙ୍କୁ ଅସଦାଚରଣ, ବିଜେପି ଛାଡ଼ିଲା ଭିଡିଓ

ଚଣ୍ଡୀଗଡ : ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଜଣେ ଦଳୀୟ କର୍ମୀ ଷ୍ଟେଜ ଉପରେ ହୋଇଛନ୍ତି ଅସଦାଚରଣର ଶିକାର। ଷ୍ଟେଜ ଉପରେ ହୋଇଥିବା ଭିଡ଼ର ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ … Read More

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଲକ୍ଷ୍ନୌ : ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା … Read More