ତେଲ, ମସଲା, ଔଷଧ ପରେ ନକଲି ବ୍ୟାଙ୍କ୍; SBI ନାଁରେ ଚାଲିଥିଲା ଠକେଇ
ରାୟପୁର : ନକଲି ମସଲା, ନକଲି ଔଷଧ ପରେ ଏବେ ନକଲି ବ୍ୟାଙ୍କ୍। ଆଶ୍ଚର୍ଯ୍ୟ ଲାଗୁଥିବା ଏ କଥା ସତ। ଛତିଶଗଡରେ ଚାଲିଥିଲା ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନାଁରେ ଜାଲିଆତି। ଲୋକଙ୍କୁ ଭୁଆଁ … Read More