କମିବ ପେଟ୍ରୋଲ ଓ ଡିଜେଲ ଦର; ଓଡ଼ିଶାର ଏହି ସବୁ ଅଞ୍ଚଳର ଉପଭୋକ୍ତା ପାଇବେ ଲାଭ

ଭୁବନେଶ୍ବର : କମିବ ପେଟ୍ରୋଲ, ଡିଜେଲ ଦର। ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଲୋକେ। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ … Read More

ବୁଧବାର ଅପରାହ୍ନରୁ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଅର୍ଥାତ ୩୦ ତାରିଖ ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା … Read More

ଅବକାରୀ ନିୟମରେ ସଂଶୋଧନ: ବାରରେ ଚାଲିବ କେବଳ ଅର୍କେଷ୍ଟ୍ରା

ଭୁବନେଶ୍ବର : ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣିଥରେ ମଦବାରଗୁଡ଼ିକ ପାଇଁ କଠୋର ହୋଇଛନ୍ତି । ଏଣିକି ବାରଗୁଡ଼ିକରେ କେବଳ ଅର୍କେଷ୍ଟ୍ରା ରହିବ । ଆଉ ଡ୍ୟାନ୍ସ କାର୍ଯ୍ୟକ୍ରମ ହେବନି । ଏଥିପାଇଁ ଅବକାରୀ ନିୟମାବଳୀ-୨୦୧୭ରେ ସଂଶୋଧନ ମଧ୍ୟ … Read More

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ୍‌, ୭ଟାରୁ ୯ଟା ଭିତରେ ଫୁଟିବ ବାଣ

ଭୁବନେଶ୍ବର : ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ … Read More

ଟିକେଟ ଦେଲାନି ସିନ୍ଦେ ସେନା, କାନ୍ଦିବା ପରେ ନିଖୋଜ ହୋଇଗଲେ ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ମାହାୟୁତି ମେଣ୍ଟରେ ବିଦ୍ରୋହ ତେଜିବାରେ ଲାଗିଛି। ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ସବୁ ଦଳ ମଧ୍ୟରେ ଟିକେଟ … Read More

ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା … Read More

ୱାକଫ ପ୍ୟାନେଲ ମିଟିଂରେ ପୁଣି ହଙ୍ଗାମା

ନୂଆଦିଲ୍ଲୀ : ୱାକଫ(ସଂଶୋଧନ) ବିଲ୍‌ ଉପରେ ଯୁଗ୍ମ ସଂସଦୀୟ କମିଟି(ଜେପିସି) କରୁଥିବା ବୈଠକରେ ପୁଣିଥରେ ହଙ୍ଗାମା ଦେଖିବାକୁ ମିଳିଛି। ବିଧେୟକରେ ଦିଲ୍ଲୀ ୱାକଫ ବୋର୍ଡ ପରିବର୍ତ୍ତନକୁ ସମର୍ଥନ କରିବାରୁ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ଆଇଏଏସ … Read More

ଭୟଙ୍କର ବସ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ଜୟପୁର : ରାଜସ୍ଥାନର ସିକାରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଯାତ୍ରିବାହୀ ବସ୍‌ ଦ୍ରୁତଗତିରେ କଲଭର୍ଟରେ ପିଟି ହୋଇ ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ … Read More

ହ୍ୱାଇଟ୍‌‌ ହାଉସରେ ଦୀପାବଳି ପାଳନ; ବାଇଡେନ କହିଲେ ‘ଏହା ମୋର ନୁହେଁ ଆପଣଙ୍କ ଘର’

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ ପାର୍ଟି ସଦସ୍ୟମାନେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ସେମାବାର … Read More

୨ଟି ନାମାଙ୍କନ ପତ୍ର ଦାଖଲ କଲେ ନୱାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ଏନସିପିର ନେତା ନୱାବ ମଲିକ ଆଜି ମୁମ୍ବାଇର ମନଖୁର୍ଦ ଶିବାଜୀ ନଗର ନିର୍ବାଚନ ମଣ୍ଡଳୀରୁ ୨ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଗୋଟିଏ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ … Read More