ଜାତୀୟ ରାଜପଥରେ ଗୋଟିଏ ଦିନରେ ମାତ୍ର ୨୦୦ ମିଟର ଦୂରତାରେ ଗଲା ୪ଟି ଜୀବନ

ବାଲେଶ୍ବର : ଆଜି ଦିନକରେ ୨୦୦ ମିଟର ଦୂରତାରେ ଜାତୀୟ ରାଜପଥରେ ଯାଇଛି ୪ଟି ମୂଲ୍ୟବାନ ଜୀବନ। ଯେଉଁଥିରେ ଜଣେ ମହିଳା ଓ ଜଣେ ନାବାଳକ ରହିଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର … Read More

ନିର୍ବାଚନ ମୁଣ୍ଡ ଉପରେ : ବରଗଡ଼ରେ ଟଙ୍କା ଉଡ଼ୁଛି ! ଦୁଇଦିନରେ ଜବତ ୧୬ ଲକ୍ଷ

ବରଗଡ଼ : ଓଡ଼ିଶାରେ ସାଧାରଣ ନିବାର୍ଚନ ଆଉ କିଛି ଦିନ ବାକିଥିବା ବେଳେ ବରଗଡ଼ ଜିଲ୍ଲାରୁ ଜବତ ହେଉଛି ପୁଳାପୁଳା ଟଙ୍କା। ଗତକାଲି ବରଗଡ଼ ଥାନା ହଲଦୀପାଲି ଛକରୁ ଏକ ପିକ୍‌ଅପ୍ ଭ୍ୟାନରୁ ୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଣି … Read More

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୪ ବର୍ଷ ହୋଇଥିଲା। ତା’ର ମୃତ୍ୟୁ ସହିତ ନନ୍ଦନକାନନରେ ଏବେ ବାଘଙ୍କ ସଂଖ୍ୟା ୨୭କୁ ଖସି ଯାଇଛି। ଧଳା ବାଘ କୁସୁମ ଓ ନିଶାନର … Read More

ସିଝୁଛି ଓଡ଼ିଶା : ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା

ଭୁବନେଶ୍ବର : ଆଜି ବି ପ୍ରଚଣ୍ଡ ତାତିରେ କଲବଲ ହେଲା ସାରା ଓଡ଼ିଶା। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। … Read More