ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ୟୁ
ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ ଘଟିଛି । ଚଡକ ଯାତ୍ରାରେ ସମୟରେ ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଥାନା ଅନ୍ତର୍ଗତ ଗୁମୁରିଆପାଲ … Read More