ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼
ବାଲେଶ୍ୱରର ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତାକାଲି ନୀଳପର୍ବ। ଆଜି ହେବ ମହାଦେବ ଓ କାମିନୀଙ୍କ ବିବାହ ଉତ୍ସବ। କାମିନୀ ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ମଙ୍ଗଳବାର (ଗତକାଲି) ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ … Read More