ଭୁବନେଶ୍ୱରରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ରାଜଧାନୀ ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାର୍‌ ମାଲିକ ଶିବ ପ୍ରସାଦ ମଲ୍ଲିକ। ତାଙ୍କ ସହିତ ଜଣେ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ତାଙ୍କ ନାଁ ଜ୍ୟୋତି ପ୍ରକାଶ ନାୟକ। ଟଙ୍କା ନ ଦେଇ … Read More

ରାସ୍ତା ମଝିରେ ଯୁବକଙ୍କୁ ଗୁଳି କଲେ ୪ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ବର ରାସ୍ତାରେ ଫୁଟିଲା ଗୁଳି । ଜିମ୍‌ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ … Read More

ନବଘନ ପାଟ୍ଟଶାଣୀ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା … Read More

ଦୁଇ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ … Read More

ବନ୍ଧା ହେଲେ କୁବେର ଯନ୍ତ୍ରୀ: ୪୨ଟି ପ୍ଲଟ ସହ, ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର

ଭୁବନେଶ୍ୱର : ବନ୍ଧା ହେଲେ କୁବେର ଯନ୍ତ୍ରୀ । ୫ ଜିଲ୍ଲାରେ ରହିଛି ମୋଟ୍ ୪୨ ପ୍ଲଟ। ଯାଜପୁର ଜିଲ୍ଲାରେ ୩୨, ଭୁବନେଶ୍ବରରେ ୩, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଢେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି । ତା … Read More

ଭିଜିଲାନ୍ସ ଜାଲରେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଅମାପ ସଂପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପ୍ରଦୀପ କୁମାର ରଥଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍, … Read More

ଘରୋଇ କଳିକୁ କେନ୍ଦ୍ର କରି ବଡ ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି … Read More

ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ … Read More

ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ

ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ … Read More

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ … Read More