ମୌସୁମୀ ଅଧିବେଶନ: ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ

ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ … Read More

ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ

  ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା … Read More

ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା

  ଭୁବନେଶ୍ୱର: ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା । ବିଭିନ୍ନ ବିଭାଗର ଶ୍ରମିକ ସଂଗଠନରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ ରିଲିଜରେ କୁହାଯାଇଛି । ତଥ୍ୟ ଅନୁଯାୟୀ, ନିର୍ମାଣ … Read More

ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ

  ପୋଲସରା: ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ … Read More

୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେପି

ଭୁବନେଶ୍ୱର: ୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟହାର କଲା ବିଜେପି । ଭଦ୍ରକ ଜିଲ୍ଲାର ଏହି ତିନି ତୃଣମୂଳ ସ୍ତର କର୍ମୀଙ୍କୁ ଦଳରେ ସାମିଲ କରାଇଛି ଦଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ … Read More

ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ … Read More

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ କଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ  ଅସଲି  ନା ନକଲି ବୋଲି ପ୍ରଶ୍ନ … Read More

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ … Read More

ସୌମ୍ୟ ପଟ୍ଟନାୟକଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ … Read More

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? : ବିଜେପି

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ?  କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ … Read More