୯୦୦ ଟପିଲା ନେପାଳ ମୃତ୍ୟୁ ସଂଖ୍ୟା, ଏବେ ବି ୪,୨୪୭ ନିଖୋଜ

ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ … Read More

ଗଙ୍ଗା ଏକ୍ସପ୍ରେସ ୱେରେ ଓଲଟିଲା ଥାର୍, ଚାଲିଗଲା ୪ ଯୁବକଙ୍କ ଜୀବନ

ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲା ସିମ୍ଭାବଲି ଥାନା ଅଞ୍ଚଳ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦ୍ରୁତ ଗତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଗାଡ଼ିରେ ୫ ଜଣ ଯୁବକ ରହିଥିଲେ । ଏମାନେ … Read More

କୈଳାସ ଯାତ୍ରାରେ ଭୟଙ୍କର ବନ୍ୟା, ୭୭ ତୀର୍ଥଯାତ୍ରୀ ନିଖୋଜ

ନେପାଳ: କୈଳାସ ଯାତ୍ରାରେ ଯାଇଥିବା ଇଶା ଫାଉଣ୍ଡେସନର ତୀର୍ଥଯାତ୍ରୀଙ୍କୁ ନେଇ ବଢ଼ିଛି ଚିନ୍ତା । ଚୀନ୍-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଇଶା ଫାଉଣ୍ଡେସନର ୭୭ ଜଣ ତୀର୍ଥଯାତ୍ରୀଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି । … Read More

ଇସ୍ତଫା ଦେଲେ ADC ରିଷଭ ସିଂ ସମ୍ବାଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ଭାବେ ଭିନ୍ନ ପରିଚୟ ସଷ୍ଟି କରିଥିବା ମେଜର ରିଷଭ ସିଂ ସମ୍ବାଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ରିଷଭ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ସେନାରୁ ସମୟପୂର୍ବ ଅବସର … Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ … Read More

୭୦୦ ଛୁଇଁଲା ନେପାଳ ମୃତ୍ୟୁ ସଂଖ୍ୟା, ସଢ଼ୁଛି ଶବ; ମିଳୁନି ପରିଚୟ, ଏବେବି ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ … Read More

ପୂଜାର୍ଚ୍ଚନା କରିବାକୁ ଆସି ପୋଖରୀରେ ବୁଡ଼ି ୪ ମୃତ

ରାଜସ୍ଥାନ : ରାଜସ୍ଥାନର ଧୌଲପୁର ଜିଲ୍ଲା ସରମଥୁରା ବିରଜା ଗାଁରେ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି … Read More

Z+ ସିକ୍ୟୁରିଟ୍ ପରିବର୍ତ୍ତେ ଷ୍ଟାଲିନଙ୍କୁ ମିଳିବ Z ସୁରକ୍ଷା, ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି

ତାମିଲନାଡୁ : ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି । ଏହି ନିଷ୍ପତ୍ତି ପରେ ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ … Read More

ବିଜେପି ହାତ ଧରିବେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ !

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ … Read More

ଆମେ ଆତ୍ମସମର୍ପଣ କରିବୁ ନାହିଁ, ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବୁ : ଇରାନ ରାଷ୍ଟ୍ରପତି

ତେହେରାନ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଆମେରିକା ସହ ହୋଇଥିବା ଶାନ୍ତି ବୁଝାମଣା ପତ୍ରକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ତେହେରାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି ଯେ … Read More