ପହଲଗାମ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଅସୀମ ମୁନିରଙ୍କୁ ପାକ୍ ସେନାରେ ପଦୋନ୍ନତି: ହେଲେ ଫିଲ୍ଡ ମାର୍ଶାଲ

ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀକୁ ପଦୋନ୍ନତି ଦିଆଯାଇଛି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାସଳଖ ପାକିସ୍ତାନୀ ସେନା ଏବଂ ଆଇଏସଆଇ ସହିତ ସମ୍ପର୍କ ଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। … Read More

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ … Read More

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା ଏହି … Read More

ଦେଶର ସର୍ବବୃହତ୍ ଫ୍ରେଞ୍ଚ ଫ୍ରାଇଜ କାରଖାନା ଉଦ୍‌ଘାଟିତ, ଗୁଜରାଟରେ ୧୦୦୦ କୋଟି ନିବେଶ କଲା ଫାଲକନ ଏଗ୍ରିଫ୍ରିଜ୍

ମେହସାନା : ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ ଗ୍ରୁପ ପକ୍ଷରୁ ଫାଲକନ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ ଜରିଆରେ ଗୁଜରାଟର ମେହସାନାରେ ନୂଆ ଫ୍ରୋଜେନ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ତାହା ହେଉଛି ଦେଶର ସର୍ବବୃହତ ଫ୍ରେଞ୍ଚ ଫ୍ରାଇଜ କାରଖାନା, … Read More

ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଓଡ଼ିଶାର ଘରକୁ ଘର ବୁଲି ସର୍ବେକ୍ଷଣ ଦେଶ ପାଇଁ ଉଦାହରଣ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଏବଂ ଶିକ୍ଷଣ … Read More

ନୁହରୁ ଆଉଜଣେ ପାକ୍ ଗୁପ୍ତଚର ଗିରଫ, ହ୍ୱାଟ୍ସଆପ୍ ଚାଟ୍‌ରୁ ମିଳିଲା ଦେଶଦ୍ରୋହର ପ୍ରମାଣ

ନୁହ: ପାକିସ୍ତାନୀ ଗୁପ୍ତଚର ନେଟୱର୍କ ବିରୋଧରେ ହରିୟାଣା ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ନୁହ ଜିଲାରେ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଜଣେ … Read More

ଉଦୟ ସିଂହ ହେଲେ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ। ସୋମବାର ପ୍ରଶାନ୍ତ ନିଜ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଉଦୟଙ୍କ ନାମ ଘୋଷଣା କରିଛନ୍ତି। ଆଗାମୀ … Read More

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ ଆସିଲା ଉଭୟଙ୍କ ଫଟୋ

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। … Read More

ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି … Read More

୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ

ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ ଦେଶର GDPକୁ ଅତିକ୍ରମ କରିଛି। ୨୦୨୪ ରିପୋର୍ଟ ଅନୁସାରେ, ପ୍ରାୟ ୮ କୋଟି ଟ୍ରାଫିକ … Read More