ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ, ହ୍ୱାଟସଆପରେ ସର୍ବାଧିକ ଠକେଇ

ନୂଆଦିଲ୍ଲୀ : ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ। ଗୃହ ମନ୍ତ୍ରାଳୟର … Read More

ବଜାରରେ ମିଳୁଛି ନକଲି ଚିନି !

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବଜାରରେ ଅସଲି ଜିନିଷ ପାଇବା କଷ୍ଟକର। କାରଣ ଏବେ ପ୍ରାୟତଃ ସବୁ ଅପମିଶ୍ରିତ ତଥା ନକଲି ଜିନିଷ ମିଳୁଛି। ଆପଣ ନକଲି ଆଳୁ-ଅଦା ଏବଂ କ୍ଷୀର-ପନିର ବିକ୍ରି ଖବର ଶୁଣିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି … Read More

ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

ମସ୍କୋ/କିଭ୍‌: ୟୁକ୍ରେନ ଦେଇ ୟୁରୋପକୁ ରୁଷ୍‌ର ପାଇପ୍‌ଲାଇନ ଗ୍ୟାସ ଯୋଗାଣ ନୂଆବର୍ଷର ପ୍ରଥମ ଦିନରୁ ବନ୍ଦ ହୋଇଯାଇଛି। ଗ୍ୟାସ ଯୋଗାଣ ପାଇଁ ରୁଷ୍ କରିଥିବା ଟ୍ରାଞ୍ଜିଟ୍ ଡିଲ୍‌କୁ ନବୀକରଣ କରିବାକୁ ୟୁକ୍ରେନ ମନା କରିଦେଇଛି। ଟ୍ରାଞ୍ଜିଟ୍ ଡିଲ୍‌ ବୁଝାମଣା ନବୀକରଣ ହୋଇ … Read More

ଚିନ୍ମୟ ଦାସଙ୍କୁ ଝଟ୍‌କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଦେଶଦ୍ରୋହ ଅଭିଯୋଗରେ ଢାକା ପୁଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଂଲାଦେଶର ଚଟ୍ଟୋଗ୍ରାମର … Read More

ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

ଚେନ୍ନାଇ: ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲ​‌ରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ … Read More

ନୀତୀଶଙ୍କୁ ବଡ଼ ଅଫର ଦେଲେ ଲାଲୁ

ପାଟନା : ପୁଣି ପଲଟି ମାରିବେ କି ପଲଟୁରାମ? ଏନ୍‌ଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି? ଆର୍‌ଜେଡି ସହ ମିଶାଇବେ କି ହାତ? ଏଭଳି କିଛି ଚର୍ଚ୍ଚାକୁ ନେଇ ଏବେ ସରଗରମ ହେଲାଣି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ … Read More

ପୁଣି ରେଳ ଟ୍ରାକ୍‌ ଉଡ଼ାଇବାକୁ ଷଡ଼ଯନ୍ତ୍ର, ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଲକ୍ଷ୍ନୌ : ପୁଣି ରେଳ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରାକ୍‌ ଉପରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି କିଛି ଘଟଣା। ଏଥର ପୁଣି ଶିବରାଜପୁର ଅଞ୍ଚଳରେ ଟ୍ରାକ୍‌ ଉପରୁ ପଞ୍ଚ କିଲୋଗ୍ରାମର ଗ୍ୟାସ୍‌ ସିଲିଣ୍ଡର ମିଳିଛି। ସୂଚନା … Read More

୪ଜଣଙ୍କୁ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର; ତାଲିକାରେ ନାହାନ୍ତି ଜଣେ ବି କ୍ରିକେଟର

ନୂଆଦିଲ୍ଲୀ : ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ … Read More

ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ପାରିତ

ନିକଟରେ ତେଲେଙ୍ଗାନା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସେବେଠାରୁ ଏହି ମାନ୍ୟତା ପାଇଁ କଂଗ୍ରେସ ଦଳ ଭିତରେ ସମର୍ଥନ ବଢ଼ିବାରେ ଲାଗିଛି। ରାଜ୍ୟସଭାରେ … Read More

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ

ଆମେରିକୀୟ କୋର୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ତହବୁର ହୁସେନ ରାଣାକୁ ଖୁବଶୀଘ୍ର ଭାରତକୁ ଅଣାଯିବ। ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ତହବୁର ରାଣାର ପ୍ରତ୍ୟର୍ପଣ ପାଇଁ ଆମେରିକା … Read More