ଅପରେସନ ସିନ୍ଦୂର ଶେଷ ହୋଇନାହିଁ ; ସେନା ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁରଗସ୍ତରେ ଅଛନ୍ତି। ଶୁକ୍ରବାର ମୋଦୀ ସେଠାରେ ୪୭,୬୦୦କୋଟିର ୧୭ଟି ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ରେଳବ୍ରିଜ, ଅଗ୍ନିଶମ କେନ୍ଦ୍ର ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପରିଯୋଜନା ଅନ୍ତର୍ଭୁକ୍ତ ରହିଛି। ମୋଦୀ ନିଜ … Read More

୨୦୨୪-୨୫ରେ ଧୀମା ହେଲା ଅର୍ଥନୈତିକ ଅଭିବୃଦ୍ଧି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ … Read More

ଭାରତ, ରୁଷ ଓ ଚୀନ ଏକାଠି ହେବାର ସମୟ ଆସିଛି : ଲାଭରୋଭ୍

ମସ୍କୋ : ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି । … Read More

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା : ୩ ଦୋଷୀଙ୍କୁ ଆଜୀବନ ଜେଲ୍

କୋଟଦ୍ୱାର: ପ୍ରାୟ ଦୁଇ ବର୍ଷ ପରେ ଦେଶର ଏକ ସବୁଠାରୁ ଚର୍ଚ୍ଚିତ ହତ୍ୟାକାଣ୍ଡ- ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଆଜି କୋର୍ଟଙ୍କ ରାୟ ଆସିଛି। କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ମାମଲାର ଶୁଣାଣି କରି ଆଜି ଅର୍ଥାତ୍ ୩୦ … Read More

କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ

ଚେନ୍ନଇ: କନ୍ନଡ ଭାଷାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଏମଏନ୍‌ଏମ (ମକ୍କାଲ ନିଧି ମୈୟାମ୍‌) ଦଳର ମୁଖ୍ୟ କମଲ ହାସନ ବିବାଦୀୟ ହୋଇପଡିଛନ୍ତି। ଚେନ୍ନଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କମଲ କହିଥିଲେ ଯେ … Read More

ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ; ନିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ରମ୍ପ-ମସ୍କ ସମ୍ପର୍କରେ ଫାଟ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ଅଲଗା ହେବାର ଘୋଷଣା କରିଛନ୍ତି ଏଲନ୍ ମସ୍କ। ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ। ‘ଏକ୍ସ’ ଯୋଗେ ଏନେଇ ସୂଚନା ଦେଇଛନ୍ତି ନିଜେ ଏଲନ ମସ୍କ। ସେ … Read More

ପାଟଣା ବିମାନବନ୍ଦରର ନୂଆ ସମନ୍ଵିତ ଟର୍ମିନାଲ କୋଠାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପାଟନା : ସିକିମର ବିକାଶ ଯାତ୍ରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପ୍ରଗତିର ଏକ ଆଦର୍ଶରେ ପରିଣତ ହୋଇଛି ଏବଂ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଅଟଳ ସେତୁ ସହିତ ସିକିମ ଏବଂ ଦାର୍ଜିଲିଂ ମଧ୍ୟରେ ସଂଯୋଗରେ ମଧ୍ୟ … Read More

ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ – ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ … Read More

‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର … Read More

ଅସହ୍ୟ ହେଲା ପାଠପଢ଼ା ଚାପ, ଜୀବନ ହାରିଲେ ଛାତ୍ରୀ

ବେଙ୍ଗାଲୁରୁ : ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ … Read More