ହିଂସାତ୍ମକ ମନ୍ତବ୍ୟ ପାଇଁ ଶାହଙ୍କ ବିରୋଧରେ “ଆଇନଗତ ମାମଲା” ରୁଜୁ କରିବେ ମମତା !

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ “ଆଇନଗତ ମାମଲା” ରୁଜୁ କରିବାକୁ ଯାଉଛନ୍ତି। ହୁଗୁଳିରେ … Read More

ବେଙ୍ଗାଲୁରୁରୁ ଛାଡ଼ିବେ ଅନୁପ୍ରବେଶକାରୀ: ଅମିତ ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ :  ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରିଛନ୍ତି ଏ ବଡ଼ ଘୋଷଣା । ଅମିତ ଶାହା କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ … Read More

ଟ୍ରଲର ସହ ଧକ୍କା ହେଲା ସ୍କୋର୍ପିଓ, ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଉ ଜିଲ୍ଲାର ଦୋହରୀଘାଟ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ରାଞ୍ଚିର ଏକ ବିବାହ ଉତ୍ସବ ସାରି ସ୍କର୍ପିଓ ଗାଡିରେ ପରିବାର ଲୋକ … Read More

ପକ୍ଷପାତିତା ଅଭିଯୋଗରେ ୫ ପୋଲିସ୍ ଅଧିକାରୀ ନିଲମ୍ବିତ

କୋଲକାତା : ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଗତକାଲି ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଏସପି ଏବଂ ଏସଡିପିଓ ସାମିଲ ରହିଛନ୍ତି । ଏହି ଅଧିକାରୀମାନଙ୍କ ବିରୋଧରେ … Read More

ଚିତାବାଘ ସହ ଲଢ଼ି ୪ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବାପା

ଗୁଜରାଟ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜରାଟର ଛୋଟା ଉଦୟପୁର ଜିଲ୍ଲାର ରାସାଲି ଗାଁରେ ଘଟିଛି ଏହି ଘଟଣା । ଜଣେ ବାପା ତାଙ୍କ ଚାରି ବର୍ଷର ଝିଅର ଜୀବନ ବଞ୍ଚାଇବା … Read More

ଯୁଦ୍ଧ ରୋକିବାକୁ ପାକିସ୍ତାନରେ ବଡ଼ ବୈଠକ, ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ … Read More

ଆପ୍ ଛାଡ଼ି ବିଜେପିରେ ମିଶିଥିବା ସାଂସଦମାନଙ୍କୁ ଦେଶଦ୍ରୋହୀ କହିଲେ ଭଗବତ ମାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଘବ ଚଢ଼ାଙ୍କ ସହ ଆପର ୭ଜଣ ସାଂସଦ ବିଜେପିରେ ମିଶିବା ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ପଞ୍ଜାବ ବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଶରଦ ପାୱାରଙ୍କ ଶିବସେନା … Read More

ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍

ନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟାର … Read More

ଆପ୍ ରାଜନୀତିରେ ଝଡ଼, ବିଜେପିରେ ମିଶିଲେ ୭ ସାଂସଦ

ନୂଆଦିଲ୍ଲୀ : ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ … Read More

ମନ୍ତ୍ରୀ ଓ ବିଧାୟକଙ୍କ କଟିବ ଅଧା ଦରମା, ତେଲଙ୍ଗାନା ସରକାରଙ୍କ ଐତିହାସିକ ନିଷ୍ପତ୍ତି !

ତେଲଙ୍ଗାନା : ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଅଧା ଦରମା କାଟି ଦିଆଯିବ । ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପେନସନ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲଙ୍ଗାନା କ୍ୟାବିନେଟ … Read More