ମେ’ ୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ଆଗାମୀ ମେ ୫ରେ ଆପ ଛାଡି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାଷ୍ଟ୍ରପତି ଦ୍ରୌପଡା ମୁର୍ମୁଙ୍କୁ ଭେଟିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜନୈତିକ ପ୍ରତିଶୋଧ ପାଇଁ ପଞ୍ଜାବ ସରକାର ସରକାରୀ କଳ ଅପବ୍ୟବହାର … Read More

ଭୋଟ ଗଣତି ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଘର ଉପରେ ଗୁଳିମାଡ

କଲକତା: ଶନିବାର ରାତିରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ନୁଆପାରା ଅଞ୍ଚଳରେ ଥିବା ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ବାସଭବନ ଉପରେ ଦୁଇଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଭୋଟ ଗଣନା ପୂର୍ବରୁ ଅଞ୍ଚଳରେ … Read More

ସମୁଦ୍ର ମଝିରେ ତ୍ରିରଙ୍ଗା ଉଡ଼ାଇ ବିଶ୍ୱ ରେକର୍ଡ କଲା ଭାରତ

ନୁଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି। ଯାହା ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ଏହି ରେକର୍ଡ ରାଧାନଗର ବେଳାଭୂମିରେ ହାସଲ କରାଯାଇଛି। ଯେଉଁଠାରେ … Read More

ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ଉଦ୍ଧାର କଲା ବାୟୁସେନା

ଉତ୍ତରପ୍ରଦେଶ:ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା … Read More

ଦିଲ୍ଲୀ ବିବେକ ବିହାରରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ … Read More

ଗୁରୁଗ୍ରାମରେ ଅନୁଷ୍ଠିତ ହେବ ଅଷ୍ଟମ ରଜ ମହୋତ୍ସବ, ଆରମ୍ଭ ହୋଇଛି ପ୍ରସ୍ତୁତି

ନୂଆଦିଲ୍ଲୀ:  ରବିବାର, ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହାସମାରୋହ, ଆଗାମୀ ଜୁନ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ ରାତି ୧୦ ଟା … Read More

ଆସନ୍ତା ୨୫ ଓ ୨୬ରେ ଦେଶବ୍ୟାପୀ ଧର୍ମଘଟ, ୫ ଦଫା ଦାବି ନେଇ AISBISF ପକ୍ଷରୁ ବନ୍ଦ ଡାକରା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ବିଭିନ୍ନ ଦାବି ପୂରଣ ନେଇ ‘ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍’ ବା AISBISF ପକ୍ଷରୁ ଚଳିତ ମାସ ୨୫ ଏବଂ ୨୬ … Read More

ସ୍ତ୍ରୀ ଓ ୪ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ସାଲୁନ କର୍ମଚାରୀ

ଗୁରୁଗ୍ରାମ: ଗୁରୁଗ୍ରାମରେ ପାରିବାରିକ ବିବାଦ ଯୋଗୁଁ ଅକାଳରେ ଚାଲି ଯାଇଛି ୫ ଜୀବନ। ୩୯ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛୁରିରେ କଚଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। … Read More

ପୁଣେରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା: ଅଭିଯୁକ୍ତ ଗିରଫ

ପୁଣେ: ମହାରାଷ୍ଟ୍ର ପୁଣେରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅତି ନୃଶଂସଭାବେ ଦୁଷ୍କର୍ମ ଓ ହତ୍ୟା କରାଯିବା ପରି ଅତିସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଦୁଷ୍କର୍ମ ଅଭିଯୁକ୍ତ ୬୫ ବର୍ଷୀୟ ଦିନ ମଜୁରିଆ ଭୀମରାଓ କାମ୍ବଲେକୁ ଗିରଫ କରାଯାଇଛି। ଏହି ଘଟଣାକୁ … Read More

ଯୁଦ୍ଧ ପାଇଁ ବନ୍ଦ ହେଲା ଆମେରିକାର ସବୁଠାରୁ ଶସ୍ତା ସ୍ପିରିଟ୍ ଏୟାରଲାଇନ୍ସ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଂଘର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଅସୁବିଧା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଆମେରିକାର ସବୁଠାରୁ ଶସ୍ତା ବିମାନ ସେବା ସ୍ପିରିଟ୍ ଏୟାରଲାଇନ୍ସ ତୁରନ୍ତ କାର୍ଯ୍ୟ ବନ୍ଦ କରିଛି ବୋଲି ଶନିବାର ଘୋଷଣା କରିଛି। ଏନେଇ … Read More