୪ ବର୍ଷ ପରେ ସଚିନ ୱାଜେଙ୍କୁ ଜାମିନ, ମୁମ୍ବାଇ ସମେତ ୫ ଜିଲ୍ଲାକୁ ଏଣ୍ଟ୍ରି ମନା

ମୁମ୍ବାଇ : ଏଣ୍ଟିଲିଆ ବିସ୍ଫୋରକ ମାମଲା ଏବଂ ବ୍ୟବସାୟୀ ମନସୁଖ ହିରେନ ହତ୍ୟାକାଣ୍ଡରେ ପୂର୍ବତନ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ୪ ବର୍ଷ ପରେ ଜାମିନ ମିଳିଛି । ୨୦୨୧ରେ ଗିରଫ ହୋଇଥିଲେ ୱାଜେ । କିନ୍ତୁ ଏବେ ୱାଜେଙ୍କୁ ଜାମିନ … Read More

ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍: ୪୯ ମୃତ, ୫୮ ଆହତ

ମିଆଁମାର: ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍ । ବଜାର ନିକଟରେ ମିଆଁମାର ସେନାର ହାଇଆକ୍ରମଣରେ ଚାଲିଗଲା ୪୯ ଜଣଙ୍କ ଜୀବନ । ଆଉ ୫୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଜାରରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ, କ୍ରେତା ଓ ପଥଚାରୀ … Read More

ବକେୟା ଟ୍ରାଫିକ୍ ଇ-ଚାଲାଣକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବିଦ୍ୟୁତ ବିଲ୍ ସହ ଯୋଡ଼ିହେବ ଟ୍ରାଫିକ ଚାଲାଣ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ କେବଳ ଇ-ଚାଲାଣ କାଟିଦେଲେ ହେବନି, ଜରିମାନା ଟଙ୍କା କିପରି ଆଦାୟ ହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ବର୍ଷ ବର୍ଷ … Read More

ନବଜାତଙ୍କୁ ୨୨ କ୍ୟାରେଟ୍‌ ସୁନା ମୁଦି, ପ୍ରତିଶ୍ରୁତି ପୂରଣ କଲେ ଥାଲାପତି

ତାମିଲନାଡୁ: ତାମିଲନାଡୁରେ ନବଜାତ ଶିଶୁଙ୍କ ପାଇଁ ନୂଆ ଯୋଜନାର ଶୁଭାରମ୍ଭ । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଟିଭିକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି … Read More

ବଢ଼ିବ CEC ଜ୍ଞାନେଶ କୁମାରଙ୍କ ଅଡୁଆ: ନିଲମ୍ବନ ପାଇଁ ସୁପ୍ରିମକୋର୍ଟରେ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା … Read More

ସରିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ଵର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର ଶୁଣାଣି ପରେ … Read More

ଶୀତଦିନେ ଫାର୍କିଂ ଫି ଡବଲ୍‌: ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାରଙ୍କ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ଆସନ୍ତା ଶୀତଋତୁରେ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଦାଉରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୩ ମାସ ପୂର୍ବରୁ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଆସନ୍ତା ନଭେମ୍ବର ୧ ତାରିଖରୁ ଏହା କଡ଼ାକଡ଼ି … Read More

ବିଧାନସଭାରେ ପାରିତ ହେଲା ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ସୋମବାର ଆସିଛି ବଡ ଖବର। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ବିଧାନସଭାରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଉପରେ … Read More

ଯୁବକଙ୍କୁ ଚାପୁଡ଼ା ମାରି ଅଡ଼ୁଆ​ରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା ସର୍ବସାଧାରଣରେ ଜଣେ ଯୁବକଙ୍କୁ ଚାପୁଡା ମାରି ଅଡୁଆରେ ପଡିଛନ୍ତି। ରବିବାର ଉପ-ମୁଖ୍ୟମନ୍ତ୍ରୀ ବର୍ମା ଦିଲ୍ଲୀର ତିଲକ ନଗର ଅଞ୍ଚଳକୁ ରାସ୍ତା ନିର୍ମାଣ କାମ ଯାଞ୍ଚ ପାଇଁ ଯାଇଥିବାବେଳେ ସାହେବ … Read More

କୁପୱାଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲା କରନାହ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୬ ଜଣ … Read More