ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ … Read More

ମାଆ ହେଲା କଳା କଲରାପତରିଆ ବାଘ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । … Read More

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ । ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି … Read More

ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ … Read More

ଭାଇ ଭଉଣୀଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅନୁଗଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ହୋଇଛି। ବିଳମ୍ୱିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ଉପରେ ହଠାତ୍ ଗୁଳିମାଡ଼ ହୋଇଥିଲା । ଏଥିରେ … Read More

୬ ଲକ୍ଷ ମୂଲ୍ୟର ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଡବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ । ଏହା ସହ ଘଟଣାସ୍ଥଳରୁ … Read More

ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ମୁଁ ଆଜି ଖଇରିଆ ପୋଷାକ ପିନ୍ଧୁଛି : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

କଟକ : ଦୁଇଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଆଜି ପିନ୍ଧୁଛି ଏହି ଖଇରିଆ ପୋଷାକ। କାହିଁକି ଏଭଳି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। କିଏ ସେହି ଦୁଇ ପୂର୍ବତନ ମନ୍ତ୍ରୀ। କାହାକୁ ଟାର୍ଗେଟ କରିଛନ୍ତି ପ୍ରଭାତ ବିଶ୍ୱାଳ। ଖାଲି ସେତିକି ନୁହେଁ … Read More

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ‘ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ’

ଭୁବନେଶ୍ବର: ଅଦିନିଆ ବର୍ଷା ବି ପ୍ରାକୃତିକ ବିପର୍ଯ୍ୟୟ । ଆଜି କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । … Read More

ଜିରୋନାଇଟରେ ରାଜରାସ୍ତାରେ ହାତାହାତି, ୪ ପୋଲିସଙ୍କୁ ନିଲମ୍ବିତ କଲେ SP

ନୟାଗଡ: ବିଶୃଙ୍ଖଳା ଆଚରଣକୁ ନେଇ ୪ ପୋଲିସ କର୍ମଚାରୀ ନିଲମ୍ବିତ । ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ sp। ସେମାନେ ହେଲେ, ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା । ସମସ୍ତେ ନୟାଗଡ … Read More

ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ସରକାରଙ୍କ ବିରୋଧରେ ଗର୍ଜିବ । ଅନିୟନ୍ତ୍ରିତ ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାରେ ସରକାରଙ୍କୁ ଜବାବ ମାଗିବ ବିଜେଡି । ଏଥିପାଇଁ ଜାନୁଆରୀ ୬ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ … Read More