ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ, ବନ୍ଦ ହେବ ବେଆଇନ ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ। … Read More

ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ, ଯାଞ୍ଚ କଡ଼ାକଡ଼ି କରିଛି କଟକ ପ୍ରଶାସନ

କଟକ : ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା । ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ ଆରମ୍ଭ ହୋଇଛି । କଟକରେ ଗ୍ୟାସ ଷ୍ଟକିଷ୍ଟ ମାନଙ୍କର ଗୋଦାମକୁ ଯାଞ୍ଚ କରାଯାଇଛି । ଅଭିଯୋଗ କ୍ରମେ ଗୋଟିଏ ସ୍ଥାନରେ … Read More

ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । … Read More

ଖରା ଦିନେ ହେବନି ବିଦ୍ୟୁତ କାଟ, ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ

ଭୁବନେଶ୍ୱର : ଚଳିତ ବର୍ଷ ହେବନି ପାୱାରକଟ୍ । ଖରା ଦିନେ ହେବନି ବିଦ୍ୟୁତ କାଟ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ … Read More

ଆନ୍ଧ୍ର-ଓଡ଼ିଶା ସୀମାରୁ ୨ ଟନ୍ କଇଁଛ ଜବତ, ୭ ଗିରଫ

ମାଲକାନଗିରି : ଦୁଇ ଟନ୍ କଇଁଛ ଜବତ ।  ବେଆଇନ ଚାଲାଣ ବେଳେ ଜବତ ।  ଓଡ଼ିଶା – ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ କଲା ମାଲକାନଗିରି ଜିଲ୍ଲା ବନ ବିଭାଗ ।  ଜବତ କଇଁଛ ଗୁଡ଼ିକ ଭାରତୀୟ ଫ୍ଲାପସେଲ୍ ପ୍ରଜାତିର … Read More

ଗ୍ୟାସ ସମସ୍ୟା ନେଇ ବିଧାନସଭାରେ ହଟଗୋଳ

ଭୁବନେଶ୍ୱର : ଗୃହରେ ଗ୍ୟାସ ତାତି ।  ଚାଲିପାରୁନି ବିଧାନସଭା ।  ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ।  ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଗ୍ୟାସ୍ ଅଭାବକୁ ନେଇ ହୋହଲ୍ଲା କରିଥିଲେ। ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ … Read More

ଦିନ ଦିପହରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର  :  ପୋଲିସକୁ ନାହିଁ ଭୟ ।  ଦିନ ଦିପହରରେ ବୁଲୁଚି ଖଣ୍ଡା  । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା । ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ … Read More

ବିରୂପା ବ୍ୟାରେଜରୁ ଦୁଇ ମୃତଦେହ ଉଦ୍ଧାର

କଟକ  : ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବଙ୍କର ମୃତ ଦେହ ଭାସୁଥିବା ଦେଖିବା ପାଇଁ ମିଳିଛି । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । … Read More

ପାରିବାରିକ କଳହରୁ ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା

ଦେବଗଡ଼ : ଦେବଗଡ଼ରେ ଟ୍ରିପଲ ମର୍ଡର ।  ପାରିବାରିକ କଳହର ଉଗ୍ର ରୂପ ।  ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହତ୍ୟା ।  ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।  ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଟ୍ରିପଲ … Read More

ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ ।  ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ … Read More