ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ରାଇରଙ୍ଗପୁର : ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ପ୍ରତିବାଦରେ ତାତିଲେ ଗ୍ରାମବାସୀ ।  ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି ।  ମୟୂରଭଞ୍ଜ ଜିଲ୍ଲା ବହଳଦା ଏନଏଚ-୨୨୦ରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ।  ଗ୍ରାମବାସୀମାନେ ପୋଲିସକୁ ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।  … Read More

ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ, ଧାର୍ଯ୍ୟ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ ।  ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ … Read More

ଜମି ପାଇଁ ମାଆ ଓ ବଡ଼ଭାଇକୁ ହତ୍ୟା

ସାଲେପୁର : ସାଲେପୁରରେ ଡବର ମର୍ଡର ।  ଘରୋଇ କଳିକୁ ନେଇ ମାଆ ଓ ବଡ଼ଭାଇକୁ ହତ୍ୟା ।  ସାନ ଭାଇ ଆକ୍ରମଣରେ ମାଆ ଓ ବଡ଼ଭାଇ ମୃତ ।  କଟକ ଜିଲ୍ଲା ସାଲେପୁର ଥାନା ଫୋଗଳରେ ବୀଭତ୍ସ ହତ୍ୟା । ଅଭିଯୁକ୍ତ … Read More

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ, ନବୀନ ନିବାସରେ ଚାଲିବ ୩ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ ।  ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକିଲେ ନବୀନ ପଟ୍ଟନାୟକ ।  ୩ ଦିନ ଧରି ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ।  ନବୀନ ନିବାସରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ୧୬ … Read More

ଘୋଡ଼ା ବେପାର ଭୟରେ ଭୁବନେଶ୍ବର ଛାଡିଲେ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ ।  ରାଜ୍ୟସଭାରେ ଘୋଡ଼ା ବେପାର ଭୟରୁ ଦୂରେଇ ରହିବାକୁ କଂଗ୍ରେସର ବଡ଼ ରଣନୀତି ।  ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ।  ବେଙ୍ଗାଳୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ ।  ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ … Read More

ଶାମୁକା ଖୋଜିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ବାସୁଦେବପୁର: ଆଜି ସକାଳେ ପରୀକ୍ଷା ସରିବା ପରେ ପାଞ୍ଚ ଜଣ ସାଙ୍ଗ ହୋଇ ସ୍ଥାନୀୟ ମୁନିପୋଖରୀ ଆଡିକୁ ଖେଳିବାକୁ ଯାଇଥିଲେ । ସେଠାରେ ତପଦୀପା ପ୍ରଥମେ ପୋଖରୀରୁ ଶାମୁକା ଖୋଜିବାକୁ ଯାଇଥିଲା । ହେଲେ ତାର ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଗଲା । … Read More

ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାଉଲକେଲା: ଭିଜିଲାନ୍ସ ଜାଲରେ ପୋଲିସ ASI । ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ । ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ । ବଡ଼ଗାଁର … Read More

କୁଆଖାଇ ପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରୁ ମିଳିଲା ସନ୍ଦେହଜନକ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକର ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ … Read More

ଜଳିଗଲା ପିଚୁ ଟ୍ୟାଙ୍କର, ଡ୍ରାଇଭର ମୃତ

ଅନୁଗୋଳ: ଅନୁଗୋଳରେ ପିଚୁ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତି ବାଲିପଶି ଛକ ନିକଟ ଜାତୀୟରାଜପଥ ୧୪୯ରେ ଅଗ୍ନିକାଣ୍ଡ । ବାଲିପଶି ଠାରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର । ଦୂର୍ଘଟଣା ପରେ ଟ୍ୟାଙ୍କରରେ ଅଗ୍ନିକାଣ୍ଡ, ଡ୍ରାଇଭର ଜୀବନ୍ତ ଦଗ୍ଧ … Read More

ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତ ହେବେ ମହିଳା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । … Read More